ପୁଅ ବୋହୂ ଝଗଡ଼ାରେ ବଳି ପଡ଼ିଲେ ବାପା, ପୁଅ ଗୁଳିମାଡ଼ରେ ବାପା ଗୁରୁତର
ସୁବର୍ଣ୍ଣପୁର : ପିଶାଚ ସାଜିଲା ଜନ୍ମକଲା ପୁଅ । ବାପାଙ୍କ ଉପରକୁ କଲା ଗୁଳି ମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଆହତ ବ୍ୟକ୍ତି ହେଲେ ଗଙ୍ଗାଜଳ ମେହେର (୫୬) । ଗଙ୍ଗାଜଳ ମେହେରଙ୍କ ପୁଅ ହେଉଛନ୍ତି…