Latest Odisha News

BREAKING NEWS

ଲୋକପ୍ରିୟ ମାଲାୟାଲମ ଫିଲ୍ମ ଅଭିନେତା ଇନୋସେଣ୍ଟଙ୍କ ପରଲୋକ

ଚେନ୍ନାଇ: ଲୋକପ୍ରିୟ ମାଲାୟାଲମ ଫିଲ୍ମ ଅଭିନେତା ଇନୋସେଣ୍ଟ ବରୀଦ ଥେକେଥଲାଙ୍କର ପରଲୋକ ହୋଇଛି। ଗତକାଲି(ମାର୍ଚ୍ଚ ୨୬) ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ୭୫ ବର୍ଷୀୟ ଅଭିନେତା। ମାର୍ଚ୍ଚ ପ୍ରଥମ ସପ୍ତାହରେ ତାଙ୍କ ଗଳାରେ ସଂକ୍ରମଣ ହେବା ପରେ…

ଦେବୀ ନଦୀରେ ଭାସିଗଲେ ୩ ଛାତ୍ର

 ଜଗତସିଂହପୁର: ଗାଧୋଇବାକୁ ଯାଇ ଦେବୀ ନଦୀରେ ଭାସିଯାଇ ୩ ଛାତ୍ର  । ଖୋଜାଖୋଜି ସତ୍ତ୍ୱେ ୩ ଜଣଙ୍କର କୌରସି ପତ୍ତା ମିଳୁନି । ତିନିଜଣ ଛାତ୍ର ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢୁଥିବା ଜଣାଯାଇଛି । ତିନିଜଣ ଯାକ ମାଛଗାଁ ନିକଟରେ ଦେବୀ ନଦୀକୁ ଆଜି ସକାଳୁ ଗାଧୋଇବାକୁ ଯାଇଥିଲେ । ତେବେ…

ବିଜେପି କର୍ମୀଙ୍କର ଗଳା କାଟି ହତ୍ୟା; ମୃତଦେହ ଦେଖି କାନ୍ଦି ପକାଇଲେ ଗୃହମନ୍ତ୍ରୀ

ପୁଡ଼ୁଚେରୀ: ପ୍ରଥମେ ବୋମା ଫିଙ୍ଗିବା ପରେ ବିଜେପି କର୍ମୀଙ୍କୁ ଗଳା କାଟି ହତ୍ୟା କଲେ। ରବିବାର ପୁଡ଼ିଚେରୀରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୁଲିସ ସୂଚନା ଅନୁସାରେ ଗତକାଲି ରାତି ୯ଟା ବେଳେ ପୁଡ଼ୁଚେରୀର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। କନୁଭପେଟ୍ଟାଇର ୪୫ ବର୍ଷୀୟ…

ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଯୁବକୁ ଗିରଫ କଲା ପୁଲିସ। ଗିରଫ ଅଫିଯୁକ୍ତ ହେଲେ ରାଜସ୍ଥାନ ଯୋଧପୁରର ୨୧ ବର୍ଷୀୟ ଧାକଡ ରାମ ବିଷ୍ଣୋଇ। ମୁମ୍ବାଇ ପୁଲିସ ଓ ରାଜସ୍ଥାନ ପୁଲିସ ମିଳିତ ଭାବେ ଚଢ଼ାଉ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛନ୍ତି। କିଛିଦିନ ତଳେ ଅଭିଯୁକ୍ତ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ: ବ୍ରହ୍ମପୁର ଷ୍ଟେସନ୍‌ରେ ୨ ଜଣଙ୍କ ଉପରେ ମାଡିଯାଇଥାନ୍ତା ସୁପରଫାଷ୍ଟ…

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ। ୟସୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ ସହ ଧକ୍କା ଲାଗି ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରେନ୍‌ରେ ସାମାନ୍ୟ ଧକ୍କା ଲାଗିବା ପରେ…

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ୍ ! ଆଦିବାସୀ ପରିବାରରେ ଅପପୁଷ୍ଟି ନେଇ ଆକ୍ଷେପ କଲେ ଅର୍ଜୁନ

ଭୁବନେଶ୍ୱର : ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଦାରିଦ୍ର୍ୟର କରାଳ ରୂପ ! ଏକଥା ଆମେ କହୁନାହୁଁ, ଯାଜପୁର ଦାନଗଦୀ ବ୍ଲକ୍‌ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା-ଘାଟିସାହିର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ୩ବର୍ଷର ଶିଶୁକନ୍ୟା ସାଂଘାତିକ ଅପପୁଷ୍ଟିରେ ଆକ୍ରାନ୍ତ ହେବା ଘଟଣା ଓ ଏହାକୁ ନେଇ…

ପୁଣି ଡରାଇଲାଣି କରୋନା ସଂକ୍ରମଣ: ଆସିପାରେ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ସାରା ଦେଶରେ ହୁ ହୁ ବଢୁଛି ସଂକ୍ରମଣ । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ବି କୋଭିଡ ରୋଗୀଙ୍କ ଗ୍ରାଫ ବଢୁଥିବା ଲକ୍ଷ୍ୟ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଣୁଥିବା ପୁଲିସ ଭ୍ୟାନ୍; ଧକ୍କା ଲାଗି ଗାଈ ମୃତ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଉତ୍ତର ପ୍ରଦେଶ ପୁଲିସ ଗୁଜରାଟର ସାବରମତୀ ଜେଲ୍‌ରୁ ପ୍ରୟାଗରାଜ ନେଉଛି। ଏହାରି ଭିତରେ ଅତିକ ଅହମଦକୁ ଏନ୍‌କାଉଣ୍ଟରରେ ମାରିଦେବା ଭୟ ରହିଛି। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଇପାରେ ବୋଲି ମଧ୍ୟ ବିରୋଧୀ ସମାଲୋଚନା କରୁଛନ୍ତି। ହେଲେ ପୁଲିସ ସତର୍କତାର ସହ…

ବିସିସିଆଇ ଜାରି କଲା ଖେଳାଳିଙ୍କ ନୂତନ ସେଂଟ୍ରାଲ କଂଟ୍ରାକ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୋମବାର ଖେଳାଳିଙ୍କ ପାଇଁ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ତାଲିକା ଜାରୀ କରିଛି । ଏହା ୨୦୨୨ ଅକ୍ଟୋବର ଓ ସେପ୍ଟମ୍ବର ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ । ରବୀନ୍ଦ୍ର ଜାଡେଜାଙ୍କ ପ୍ରମୋଶନ ହୋଇଛି । ସେ ଏବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ…

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ, କଳା ପୋଷାକ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର:ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ବିଧାନସଭାରେ କଂଗ୍ରେସ ହଟ୍ଟଗୋଳ । ଅଭିନବ ଉପାୟରେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ । ଗୃହ ଆରମ୍ଭରୁ କଂଗ୍ରେସର ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଥିଲେ ବାଚସ୍ପତି…