Latest Odisha News

BREAKING NEWS

ମାତ୍ର ଗୋଟେ ଫୁଟ ଜାଗା ପାଇଁ ମହାଭାରତ; ଜଣଙ୍କ ମୃତ୍ୟୁ, ୨ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଡ଼ ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଉଭୟ ପରିବାରରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବଡ଼ହିଂସର ଗାଁର…

ଆଉ ନାହାଁନ୍ତି ଟେଲି ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ୱର : ପୁଣି ଓଡ଼ିଆ ଅଭିନୟ ଜଗତ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ନାହାଁନ୍ତି ଧାରାବାହିକ ଅଭିନେତା ସୋମାଦତ୍ତ  । ହୃତଘାତରେ ମୃତ୍ୟ ହୋଇଥିବା ଖବର ମିଳିଛି  । ମୃତ୍ୟୁ ବେଳକୁ  ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ସହିଦ୍‌ନଗର…

ଚିନ୍ତନ ମନନ : ଧ୍ୟାନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଏକ ବିଷୟରେ ଏକାଗ୍ର ଚିନ୍ତନ ମନନ : ଧ୍ୟାନ । କୌଣସି ଦେବତାଙ୍କୁ ମବ ଜପ କରିବା ପୂର୍ବରୁ ସେ ଦେବତାଙ୍କର ରୂପ ଧ୍ୟାନ କରାଯାଏ । ଧ୍ୟାନଦ୍ୱାରା ଉକ୍ତ ଦେବତାଙ୍କ ରୂପ ମନ୧⁄୨କ୍ଷୁରେ ପ୍ରତିଭାତ ହୁଏ । ଯୋଗର ଆଠଗୋଟି ଅଙ୍ଗ ମଧ୍ୟରୁ…

୯ଟି ଟ୍ରେନ ରହଣି ଦାବିରେ ଆନ୍ଦୋଳନ; ଆଜି ବେଲପାହାଡ଼ ବନ୍ଦ

ଝାରସୁଗୁଡ଼ା : ଆଜି ବେଲପାହାଡ଼ ବନ୍ଦ । ବେଲପାହାଡ଼ ରେଳ ଷ୍ଟେସନରେ ଲାଗିଛି ୧୪୪ ଧାରା । ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦେଳନ ସକାଳ ୭ଟାରୁ ଆରମ୍ଭ ହୋଇଛି । ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ପ୍ରତିବାଦ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିରୂ ଚା’ଧରି ଭିତରକୁ ପଶି ଆସି ଲକ୍ଷ୍ୟ କଲା, ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କର ପ୍ରଥମ ପରିଚୟ ସମୟରେ ଯେମିତି କଥାର୍ବାା ମଝିରେ ଠାଏଁ ଠାଏଁ ନୀରବତା ସୃଷ୍ଟି ହୁଏ; ସେମିତି ଏ ଉଭୟେ ବସିଛନ୍ତି । ଦିହିଁଙ୍କୁ ସଚେତନ…

କବିତା : ଏମାନେ ସବୁ କିଏ ?

ଗଜାନନ ମିଶ୍ର ଏମାନେ ସବୁ କିଏ ? କେଉଁଆଡୁ କେଉଁଆଡକୁ କରୁଛନ୍ତି ଯା'ଆସ? କ'ଣ ସବୁ ଉଦ୍ଦେଶ୍ୟ? ସବୁ ଏମାନେ କିଏ? ଅଛନ୍ତି କି ଆରାମରେ? ଲାଭାଲାଭର ହିସାବ ବାହାରେ ଗୋଟିଏ ଗୋଟିଏ! ଏମାନଙ୍କର ସଂଖ୍ୟା କେତେ? ଏମାନେ ସବୁ କିଏ ସତେ! ଭୂତ ଭଳି ଦିଶୁଛନ୍ତି ଭୂତ ହୋଇ…

ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଦୂର ହୋଇଥାଏ ଏହିସବୁ ରୋଗ…

ସକାଳୁ ସକାଳୁ ଆମେ କିଛି ପାନୀୟ ଗ୍ରହଣ କରିଥାଉ । ଯେପରିକି କିଛି ଲୋକଙ୍କର ଚା’ କିମ୍ବା କଫି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ବିଶେଷଜ୍ଞ ମାନେ ମଧ୍ୟ ସକାଳେ ଖାଲି ପେଟରେ ଏପରି କିଛି ଖାଦ୍ୟ ପାନୀୟ ସେବନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ଯାହା ଶରୀରକୁ ପୋଷଣ ପ୍ରଦାନ…

ଭାଷା ଭାଗବତ : ଅତୀତ ସହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଫେରିପାଇଲେ ପୂର୍ବାବସ୍ଥା ଘଟିବନାହିଁ ଦୁରବସ୍ଥା ' ଏପରି ଭାବନା ଓ ଚିଂତା ବଢ଼ାଇଥାଏ ଅସ୍ଥିରତା ଶୈଶବ ଯିବା ପରେ ବିତି ଯୌବନେ ତା ପ୍ରତି ଆସକ୍ତି ମନରେ ପୋଷେ ଯଦି ବ୍ୟକ୍ତି ବୁଢ଼ା ହୋଇଲେ ସହେ କ୍ଷତି ପରିବର୍ତିତ ଘନଘନ ହେଲେ ହେଁ…

ସିରିଜ ଜିତି ଭାରତର ବିଶ୍ୱ ରେକର୍ଡ ଭାଙ୍ଗିଲା ଅଷ୍ଟ୍ରେଲିଆ

ଚେନ୍ନାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ  ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ଚଳିତ ବର୍ଷ ଏହା ଭାରତୀୟ ଦଳର ପ୍ରଥମ ଦିନିକିଆ…

ଆତ୍ମହତ୍ୟା ପୂର୍ବରୁ ପ୍ରେମିକାକୁ ଡିଜେ ଆଜେକ୍ସ ଏପରି କିଛି ଇ-ମେଲରେ ଲେଖିଥିଲେ…

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ରହସ୍ୟଜନକ ମୃତ୍ୟୁର ଦିନକ ପରେ ଏକ ଇମେଲ ତାଙ୍କ ଇମେଲରୁ ପ୍ରେମିକାଙ୍କ ନିକଟକୁ ଯାଇଛି। ଯେଉଁଥିରେ ଆଜେକ୍ସଙ୍କ ଫଟୋ ଓ କିଛି ଭଏସ ମେସେଜ ରହିଛି। ଏବେ ତଥାକଥିତ ପ୍ରେମିକା ଜିଜ୍ଞାସାଙ୍କୁ ଆଜେକ୍ସ ଇମେଲ୍ କରିବା ଘଟଣା ସମଗ୍ର…