Latest Odisha News

BREAKING NEWS

ଜଙ୍ଗଲ ନିଆଁ ମନୁଷ୍ୟକୃତ କହିଲେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୁଧବାର ବିଧାନସଭାରେ କହିଛନ୍ତି ଯେ, ଜଙ୍ଗଲରେ ଲାଗିଥିବା ନିଆଁ ପ୍ରାୟତଃ ମଣିଷ ଦ୍ୱାରା ଲଗାଯାଇଥିବା ନିଆଁ। ଅମାତଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଓଡ଼ିଶାରେ ୨୨ ହଜାର ୭୮୬ଟି ଫାୟାର ପଏଣ୍ଟ ରିପୋର୍ଟ…

ପୁରୀ ଅସ୍ତରଙ୍ଗରୁ ଆଉ ଏକ ସନ୍ଦିଗ୍ଧ ପାରା ଜବତ

ପୁରୀ: ପାରାଦୀପ ସମୁଦ୍ର ମଝିରୁ ମତ୍ସ୍ୟଜୀବୀ ଏକ ଗୁଇନ୍ଦା ପାରା ଉଦ୍ଧାର କରିବାର ସପ୍ତାହକ ମଧ୍ୟରେ ବୁଧବାର ପୁରୀ ଅସ୍ତରଙ୍ଗ ପୁଲିସ ସୀମା ଅନ୍ତର୍ଗତ ନାନପୁରଠାରେ ଆଉ ଏକ ସନ୍ଦିଗ୍ଧ ପାରା ଜବତ ହୋଇଛି। ଏହି ପାରାର ଗୋଡରେ ସନ୍ଦେହଜନକ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଛି। ମିଳିଥିବା…

ଅପମାନ ଅଭିଯୋଗ, ଡ୍ରାଇଭର ମହାସଂଘକୁ ବିରୋଧ କରି ଆଜି ଆନ୍ଦୋଳନ କରିବ ଅଟୋ ଚାଳକ ସଂଘ

ଭୁବନେଶ୍ୱର: ସ୍ମାର୍ଟସିଟି ଅନଲାଇଇନ୍ ଅଟୋ ସଙ୍ଘ ପକ୍ଷରୁ ବୁଧବାର ଆନ୍ଦୋଳନରତ ବସ୍ ଚାଳକଙ୍କ ଦ୍ୱାରା ଅପମାନର ପ୍ରତିବାଦରେ ଗୁରୁବାର ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଧର୍ମଘଟରେ ସାମିଲ ହେବା ପାଇଁ ଗୁରୁବାର ପ୍ରାୟ ୧୦ ହଜାର ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକ ରାସ୍ତା ବନ୍ଦ ରଖିବେ…

ଜନଜାତି କଳାବସ୍ତୁ ପ୍ରଦର୍ଶନୀର ହାତ ତିଆରି ସାମଗ୍ରୀରେ ପରମ୍ପରା ଓ ପ୍ରଗତିର ଝଲକ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ କଳାବସ୍ତୁ ତିଆରି ଅତି ସୁନ୍ଦର କଳାବସ୍ତୁ ବିକ୍ରୟ ହେଉଛି । ଯାହାର ନିର୍ମାଣ ଶୈଳୀ ଖୁବ୍‌ ସରଳ…

ଶାଢ଼ି ପିନ୍ଧି ବୁଲେଟରେ ବୁଲିବେ ୪୦ ଦେଶ

ପୁଣେ: ଶାଢି ପିନ୍ଧି ଓ ବୁଲେଟ୍ ଚଢି ୪୦ଟି ଦେଶ ବୁଲିବେ ଜଣେ ଭାରତୀୟ ମହିଳା । ସେ ହେଉଛନ୍ତି ପୁଣେର ରାମାବାଇ ଲଟ୍‌ପଟେ । ଯେତେବେଳେ ସାରା ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରିବା ପାଇଁ ନିଜେ ଦେଶର ପ୍ରଧାନମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି , ସେଥିରୁ ଅନୁପ୍ରାଣିତ ହୋଇ ଏହି…

ୟୁଟ୍ୟୁବ ପାଇଁ ଖାଦ୍ୟ ଖାଇ ବନାଇଲେ ଭିଡ଼ିଓ: ଏତେ ମୋଟା ହେଲେ ଯେ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିର ସମୟରେ ଲୋକମାନେ ଇଣ୍ଟରନେଟରୁ ଟଙ୍କା ରୋଜଗାର କରୁଛନ୍ତି । ଯେହେତୁ ସୋସିଆଲ ମିଡିଆର କ୍ରେଜ ବଢିିଚାଲିଛି, ଏହା ମାଧ୍ୟମରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ତାଲିକା ମଧ୍ୟ ଲମ୍ବା ହେବାରେ ଲାଗିଛି । ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରି ଟଙ୍କା ରୋଜଗାର କରିବା ପାଇଁ ଅନେକ ଉଦ୍ୟମ…

ଚର୍ଚ୍ଚାରେ ଯୁବକ: ହାତରେ କ୍ୟୁଆର କୋଡ଼୍ ଟାଟୁ କଲେ

ଇଂଲଣ୍ଡ: ଆଜିର ସମୟ ଡିଜିଟାଲ୍ । ସବୁକିଛି ନଗଦବିହୀନ ଏବଂ କାଗଜହୀନ ହୋଇଗଲାଣି । ପ୍ରଗତି ପାଇଁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯେଉଁ ବ୍ୟକ୍ତି ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ, ସେ ଏସବୁଠାରୁ ଚାରି ପାଦ ଆଗକୁ ବଢିଛନ୍ତି । ସପିଂ କରିବା ସମୟରେ ପ୍ରତ୍ୟେକ କାର୍ଡ…

ଏମ୍ସରେ ବିଶ୍ୱ ଗ୍ଲୁକୋମା ସପ୍ତାହ, ରୋଗୀଙ୍କୁ ଔଷଧ କିଟ୍‌ ବାଣ୍ଟିଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ବରେ ପ୍ରାୟ ୭୮ ନିୟୁତ ଗ୍ଲୁକୋମା(କଳାମୋତିଆ) ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ନିୟୁତ କେବଳ ଭାରତରେ ବାସ କରୁଛନ୍ତି । ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗକୁ ଆସୁଥିବା ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ଚାରିରୁ-ପାଞ୍ଚ ଜଣ ଗ୍ଲୁକୋମା (କଳାମୋତିଆ)ରେ…

ସନ୍ତାନର ବ୍ରାଣ୍ଡ ଆମ୍ବାସାଡର୍ ନିଯୁକ୍ତ ହେଲେ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ)ର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ । ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ…

କଳିଙ୍ଗ ହସ୍ପିଟାଲର ଏମଡି ଭାବେ ଯୋଗଦେଲେ ନିଲଞ୍ଜନା ମୁଖାର୍ଜୀ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ ଭାବେ ସେବା ଆରମ୍ଭ କରିଥିଲା କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ । ଗତ ୨୬ ବର୍ଷ ମଧ୍ୟରେ କଳିଙ୍ଗ ହସ୍ପିଟାଲ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପାଇଁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟରେ ପରିଚିତ । ୨୦୨୨ ମେ ମାସରେ କଳିଙ୍ଗ ହସ୍ପିଟାଲ…