ଭାଷା ଭାଗବତ : ଭାଷା ଉନ୍ନୟନ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାବନା ଲେଖି ପାଏଁ ଖୁସି
ହୋଇପାରିନି ମାର୍ଗଦର୍ଶୀ
' ମୁଁ ଜାଣିନାହିଁ ' ବୋଲି ଜାଣେ
ନିଜକୁ ଭାଷାପ୍ରେମୀ ମଣେ
କରିନି ବେଶି ଅଧ୍ୟୟନ
ତତ୍ତ୍ବପୂରିତ ଗ୍ରଂଥମାନ
ଶୁଣିଛିଁ ଦେଇ ମନ ଧ୍ୟାନ
ତହିଁରୁ ପାଇଅଛିଁ ଜ୍ଞାନ
ତାହା ହିଁ କରୁଛିଁ…