Latest Odisha News

ସଲମାନଙ୍କ ବିଗ୍ ବସ୍-୧୪ କୁ ନେଇ ଟ୍ୱିଟରରେ ଟ୍ରେଣ୍ଡ କରୁଛି ମଜାଳିଆ ପୋଷ୍ଟ, ଦେଖନ୍ତୁ

ମୁମ୍ବାଇ: ଆସନ୍ତା ଅକ୍ଟୋବର ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିୟାଲିଟି ସୋ ବିଗ୍ ବସ୍-୧୪ । ଚଳିତ ଥର ମଧ୍ୟ ସଲମାନ ଖାନ ଏହାକୁ ହୋଷ୍ଟ କରୁଛନ୍ତି । ତେବେ ସଲମାଙ୍କ ଏହି ସୋ ଆରମ୍ଭ ହେବାକୁ ଥିବା ବେଳେ ଇଣ୍ଟରନେଟ ବ୍ୟବହାରକାରୀ ମାନେ ଶାନ୍ତ କିପରି ରହିପାରିବେ ?

ଏହି ରିୟାଲିଟି ଶୋ’ ର ନିର୍ମାତା ଏହାର ପ୍ରିମିୟର୍ ତାରିଖ ଘୋଷଣା କରିବାବେଳେ, ଇଣ୍ଟରନେଟ ବ୍ୟବହାରକାରୀ ମାନେ ଏହି ବିବାଦୀୟ ରିଆଲିଟି ସୋ’ର ମଜାଳିଆ ମେମ୍ ଏବଂ ପୋଷ୍ଟ ସେୟାର କରିବାରେ ଲାଗିପଡିଛନ୍ତି ।

ଦେଖନ୍ତୁ ବିଗ୍ ବସ୍-୧୪ କୁ ନେଇ କିଛି ମଜାଳିଆ ପୋଷ୍ଟ:

 

 

ବିଗ୍ ବସ୍-୧୪ ଅକ୍ଟୋବର ୩ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ ଟା ରୁ ୧୦.୩୦ ଯାଏଁ ପ୍ରସାରିତ ହେବ ।

Leave A Reply

Your email address will not be published.