Latest Odisha News
Browsing Tag

controversy

ରାହୁଲଙ୍କୁ ବ୍ରିଟେନ କୋର୍ଟକୁ ଭିଡିବାକୁ ଲଳିତ ମୋଦିଙ୍କ ଧମକ, କହିଲେ ଅଦାଲତରେ ହେବ ଭେଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ 'ମୋଦି ସରନେମ୍' ବିବାଦ ଯେମିତି ପିଛା ଛାଡିବାର ନାଁ ନେଉଁନି । ବର୍ତ୍ତମାନ ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦି ମଧ୍ୟ ରାହୁଲ ଗାନ୍ଧୀଙ୍କର ଏହି ବୟାନ ପାଇଁ ତାଙ୍କୁ କୋର୍ଟକୁ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦ ପଦ ରଦ୍ଦ ପରେ ଏବେ ନିଜ ରାଜନୈତିକ…

କ୍ଷୋଭ ପ୍ରକାଶ କଲେ ଅଭିନେତା ମନୋଜ ମିଶ୍ର, କହିଲେ ‘ତାକୁ ପରିବାର ସହ ଛାଡ଼ି ଦିଅନ୍ତୁ’

ଭୁବନେଶ୍ୱର: ରାସ୍ତାରେ ଷ୍ଟାର କଳିକୁ ନେଇ ରାଜ୍ୟ ବାହାରେ ଚର୍ଚ୍ଚା । କୌଣସି ଓଡ଼ିଆ ସିନେମାକୁ ନେଇ ସାଧାରଣତଃ ରାଜ୍ୟ ବାହାରେ ଆଲୋଚନା ହୁଏନି । ହେଲେ ବାବୁଶାନଙ୍କ ଘରୋଇ କଳିକୁ ନେଇ ରାସ୍ତାରେ ଟଣାଓଟରା ଭିଡିଓ ଭାଇରାଲ୍ ପରେ ଏବେ ସବୁଠି ଆଲୋଚନା ଚାଲିଛି । ଯେଉଁ ଲୋକ ଓଡ଼ିଆ ସିନେମାର…

[ଦେଖନ୍ତୁ ଭିଡିଓ] ‘ଅଗ୍ନିପଥ’କୁ ନେଇ ତେଜୁଛି ବିରୋଧ, ଜାଣନ୍ତୁ ୫ଟି ବିନ୍ଦୁରେ ବିବାଦର କାରଣ…

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ବ୍ୟାପିବାରେ ଲାଗିଛି । ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣାରେ ବିରୋଧ ବେଳେ ହିଂସା ଦେଖିବାକୁ ମିଳିଛି । ତେବେ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ବିରୋଧ କଣ ପାଇଁ…

ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ

ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦଳୀୟ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପୂର୍ବ ବର୍ଦ୍ଧମାନର ବିଜେପି…

ନିଜେ ନିଜର ଚକ୍ରବ୍ୟୁହରେ ଓଡିଆ ଗଣମାଧ୍ୟମ, ମାଲିକର ରାଜନୈତିକ ଢୋଲକି ମାଡରେ ସାମ୍ବାଦିକର ବାଉଁଶରାଣୀ ଖେଳ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲ ଗତ କିଛିଦିନ ହେଲା କେବଳ ନିଜକୁ ହିଁ ମୁଖ୍ୟ ଖବର ଭାବେ ଉପସ୍ଥାପନ କରିଚାଲିଛି। ସରକାରୀ ଆକ୍ରୋଶର ଅଭିଯୋଗ ଆଣି ନିଜକୁ ପୋଲିସର ନାଲିଆଖି ଆଗରେ ଅସହାୟ ବୋଲି ଯେତେବେଳେ ଏକ ଗଣମାଧ୍ୟମ ସଂସ୍ଥା କହେ, ତାହା…

ବିଧାୟକଙ୍କ ସହ ବିଜ୍ଞାପନ, ବିବାଦରେ ମହିଳା ପୋଲିସ !

ଭଦ୍ରକ: ଲୋକଙ୍କୁ ଜମିଲାନି ପୋଲିସ ଓ ପ୍ରଶାସନର ମିଳିତ ଦୁର୍ଗାପୂଜା ଶୁଭେଛା ବାର୍ତ୍ତା । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ ଅଫିସରଙ୍କ ଶୁଭେଛା ବିଜ୍ଞାପନ । ବିଧାୟକଙ୍କ ସହ ନିଜର ଫଟୋ ଲଗାଇ ଦୁର୍ଗାପୂଜା ଉପଲକ୍ଷେ ଲୋକଙ୍କୁ ଶୁଭେଛା ଜଣାଇବା ଭଦ୍ରକର ଜଣେ ମହିଳା ପୋଲିସଙ୍କୁ…

ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ ବିବାଦ: ନିର୍ମାତାଙ୍କ ଉପରେ ବର୍ଷିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଅନେକ ଲୋକ ଭାବିଥିଲେ ବିଗ୍‌ବସ୍ ପରେ ଛୋଟ ପରଦାକୁ ଫେରିବେ ଶିଳ୍ପା ସିନ୍ଦେ । ପ୍ଲାଟଫର୍ମ ସାଜିଥିଲା ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ । ହେଲେ ସୋ' ଆରମ୍ଭ ହେବା ପୂର୍ବରୁ ହିଁ ଶିଳ୍ପା ଓହରିଯାଇଛନ୍ତି । ପ୍ରତିଦିନ ଶିଳ୍ପାଙ୍କୁ ନେଇ କିଛି ନା କିଛି ମସାଲାଦାର ଖବର ସାମ୍ନାକୁ ଆସୁଛି…

ବିବାଦରେ ରାପର୍ ବାଦଶାହ, ଫ୍ରାନ୍ସରୁ ଆସିଲା କପି ରାଇଟ୍ ଉଲ୍ଲଙ୍ଘନ ଅଭିଯୋଗ !

ମୁମ୍ବାଇ: ଧୁମ ମଚାଇଛି ବାଦଶାହ ଓ ଜ୍ୟାକ୍‌ଲିନ୍‌ଙ୍କ ଲେଟେଷ୍ଟ ଟ୍ରାକ୍ ଗେଣ୍ଡା ଫୁଲ୍ । ବେଙ୍ଗଲି-ପଂଜାବୀ ଫ୍ୟୁଜନ୍‌ରେ ଏହି ରିମିକ୍ସ ଗୀତଟି ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍ ସେଟର୍ ପାଲଟିଛି । ସୋସିଆଲ୍ ମିଡିଆରେ ଭିୟର୍ସିପ ହାସଲ କରିଥିବା ଏହି ଗୀତଟି ଏବେ କପି ରାଇଟ୍ ମାମଲାରେ ବିବାଦକୁ ଆସିଛି ।…