Latest Odisha News

BREAKING NEWS

Browsing Tag

sunil grover

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।…

ୱେବ୍ ସିରିଜ୍ ଦୁନିଆରେ ପାଦ ଦେଲେ କମେଡିଆନ୍ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲଙ୍କ ସହ ତିକ୍ତତା ପରେ ଏକାଧିକ ପ୍ରୋଜେକ୍ଟରେ ସାମିଲ ହୋଇ ସୁଦ୍ଧା ସଫଳ ହୋଇନଥିଲେ ସୁନୀଲ ଗ୍ରୋଭର । ତେବେ ଫିଲ୍ମ ଜଗତରେ କିଛିଟା ସଫଳତା ହାସଲ କରିଥିବା ସୁନୀଲ ଆଗାମୀ ଦିନରେ କିନ୍ତୁ ୱେବ୍ ସିରିଜ୍‌ରେ ନଜର ଆସିବେ । ୱେବ୍ ସିରିଜ୍‌ର ଟାଇଟଲ୍ ସନ୍‌ଫ୍ଲାୱାର ଥିବାବେଳେ…

ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ ବିବାଦ: ନିର୍ମାତାଙ୍କ ଉପରେ ବର୍ଷିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: ଅନେକ ଲୋକ ଭାବିଥିଲେ ବିଗ୍‌ବସ୍ ପରେ ଛୋଟ ପରଦାକୁ ଫେରିବେ ଶିଳ୍ପା ସିନ୍ଦେ । ପ୍ଲାଟଫର୍ମ ସାଜିଥିଲା ଗ୍ୟାଙ୍ଗସ୍ ଅଫ୍ ଫିଲ୍ମିସ୍ତାନ୍ । ହେଲେ ସୋ' ଆରମ୍ଭ ହେବା ପୂର୍ବରୁ ହିଁ ଶିଳ୍ପା ଓହରିଯାଇଛନ୍ତି । ପ୍ରତିଦିନ ଶିଳ୍ପାଙ୍କୁ ନେଇ କିଛି ନା କିଛି ମସାଲାଦାର ଖବର ସାମ୍ନାକୁ ଆସୁଛି…

ଆରମ୍ଭ ପୂର୍ବରୁ ସୋ’ ଛାଡିଲେ ଶିଳ୍ପା ସିନ୍ଦେ !

ମୁମ୍ବାଇ: କମିକ୍ ସିରିଜ "ଭାବିଜୀ ଘର୍ ପର୍ ହୈ"ର ପପୁଲାର ଟେଲି ଅଭିନେତ୍ରୀ ଶିଳ୍ପା ସିନ୍ଦେ । ତା ଛଡା ବିଗ୍‌ବସ୍ ବିଜେତା ଭାବେ ମଧ୍ୟ ଶିଳ୍ପାଙ୍କୁ ଅନେକ ଲୋକ ଜାଣନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ ଏକ ନୂଆ ସୋ'ରୁ ଓହରିଯିବାକୁ ଚିନ୍ତା କରିଛନ୍ତି । ଅଗଷ୍ଟ ୩୧'ରେ କମେଡି ସୋ…

ଛୋଟ ପରଦାକୁ ଫେରୁଛନ୍ତି କମେଡି ଷ୍ଟାର ସୁନୀଲ ଗ୍ରୋଭର !

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନୀଲ ଗ୍ରୋଭର । ଗ୍ୟାଙ୍ଗ ଅଫ୍ ଫିଲ୍ମିସ୍ତାନ ଭଳି ବ୍ରାଣ୍ଡ ନ୍ୟୁ ସୋ' ଜରିଆରେ ସେ ଦର୍ଶକଙ୍କ ନିକଟକୁ ଆସୁଛନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହେବାକୁ ଥିବା ଏହି କମେଡି ସୋ'ରେ ବହୁ ଜଣାଶୁଣା କମେଡି କଳାକାରଙ୍କୁ…