Latest Odisha News

କୋରାପୁଟରୁ ପୁଣି ଜବତ ହେଲା ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ

କୋରାପୁଟ:କୋରାପୁଟରେ ବେଧଡକ ଚାଲିଛି ଗଞ୍ଜେଇ ବେପାର। ଅନେକ ସମୟରେ ଏଠାରୁ ଗଞ୍ଜେଇ ଜବତ ହେଉଛି। ପୁଣିଥରେ କୋରପୁଟର ଲମତାପୁଟ ଅଞ୍ଚଳରୁ ଜବତ ହୋଇଛି ୨କୋଟିରୁ ଅଧିକା ଟଙ୍କା ମୂଲ୍ୟର ଗଞ୍ଜେଇ।ଏହାକୁ ଜବତ କରିଛି କୋରାପୁଟ ଲମତାପୁଟ ପୋଲିସ ।

BjdElectrycity

ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ୪୦୭ ଭ୍ୟାନରୁ ପାଖାପାଖି ୩୬ କିଲୋଗ୍ରାମର ଗଂଜେଇ ଜବତ କରିଛି ପୋଲିସ ।

ପୋଲିସ ଗାଡ଼ିକୁ ଦେଖି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଗଂଜେଇ ଗାଡ଼ି ଧାରାପଡ଼ିଛି ।ତେବେ ଏହି ଗଂଜେଇ ବିହାରକୁ ଚାଲାଣ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.