ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଏକ ଅପହରଣ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ମହୁଲିଆ ଛକ ନିକଟରୁ ଅପହୃତ ହୋଇଥିବା ମଧୁସ୍ମିତା ପଣ୍ଡାଙ୍କ ଖୋଜଖବର ମିଳିପାରୁନାହିଁ । ଅନ୍ୟପଟେ ଚିନ୍ତିତ ପରିବାର ଲୋକଙ୍କୁ କେବଳ ମିଳିଛି ପୋଲିସର ଆଶ୍ୱାସନା ।
BREAKING NEWS
- ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ
- କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ
- Mamata Kulkarni: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ
- କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା
- Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ
- Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ
- ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର
- ଭାରତର ପ୍ରଥମ FRP ଆଲୁମିନିୟମ ୟୁନିଟ୍ ସମ୍ବଲପୁରରେ ଉଦଘାଟିତ
- ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…
Comments are closed.