Latest Odisha News
Browsing Tag

girl student

ମାଟ୍ରିକ୍ ପରୀକ୍ଷା ଉତ୍ତରଖାତା ନେଇ ଘରକୁ ପଳାଇଲେ ଛାତ୍ରୀ, ତା’ପରେ…

ବାଲେଶ୍ୱର: ମାଟ୍ରିକ୍ ପରୀକ୍ଷା ଶେଷ ପରେ ଖାତା ଦେଖା ବି ସରିଛି । ଖାତା ଦେଖା ସରିବା ପରେ ବାଲେଶ୍ୱରରୁ ସାମ୍ନାକୁ ଆସିଛି ସମସ୍ତଙ୍କୁ ତାଜୁବ୍ କଲା ଭଳି ତଥ୍ୟ । ମାଟ୍ରିକ୍ ପରୀକ୍ଷାର୍ଥୀ ଦେଇଥିବା ଜଣେ ଛାତ୍ରୀଙ୍କ ଘରୁ ମିଳିଛି ଉତ୍ତରଖାତା । ସୂଚନା ଅନୁସାରେ, ମାର୍ଚ୍ଚ ୨୦ ତାରିଖରେ…

ନୂଆବର୍ଷରେ ଆତ୍ମହତ୍ୟା କଲା ସୁନା ଝିଅ

ପୁରୀ: ନୂଆବର୍ଷରେ ଚରମ ପଦକ୍ଷେପ । ଜୀବନ ହାରିଦେଲେ ଛାତ୍ରୀ । ନୂଆବର୍ଷ ଆରମ୍ଭର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ରହୁଥିବା ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଛନ୍ତି ବେଦାନ୍ତ ବିଭାଗର ଛାତ୍ରୀ ପ୍ରଜ୍ଞା ପାରମିତା ପରିଡ଼ା ।…

ରୁଚିକାଙ୍କ ପରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ବିଜେବି କଲେଜ ହଷ୍ଟେଲରେ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭିନି । ଆଜି ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ମିଳିଛି ଛାତ୍ରୀ ଜଣଙ୍କର ଝୁଲନ୍ତା ମୃତଦେହ । ଛାତ୍ରୀ…

[ଭିଡିଓ] ଖୁଲମଖୋଲା କିଡନାପ୍ , ଏବେ ବି ଚାଲିଛି ତଦନ୍ତ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ଏକ ଅପହରଣ ଘଟଣାକୁ ନେଇ ଚର୍ଚ୍ଚାର ଜୋର ଧରିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ମହୁଲିଆ ଛକ ନିକଟରୁ ଅପହୃତ ହୋଇଥିବା ମଧୁସ୍ମିତା ପଣ୍ଡାଙ୍କ ଖୋଜଖବର ମିଳିପାରୁନାହିଁ । ଅନ୍ୟପଟେ ଚିନ୍ତିତ ପରିବାର…