Latest Odisha News

BREAKING NEWS

ବାଣ ବଜାର ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର:କରୋନା ଭିତରେ ବାଣ ବଜାର ନ ଖୋଲିବାକୁ ଆହ୍ୱନ । ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଂଜାମ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ଏଥିସହ ବାଣ ମାର୍କେଟ ନ ଖୋଲିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, ପ୍ରଥମେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ।

ଅନ୍ୟପଟେ କଟକରେ ବାଣ ବିକ୍ରି ନେଇ ଗତକାଲିର ମନ୍ତବ୍ୟ ପ୍ରସଙ୍ଗରେ ପ୍ରତ୍ରିକ୍ରିୟା ରଖିଛନ୍ତି କଟକ ଡିସିପି । ସେ କହିଛନ୍ତ, ଏଯାଏ କାହାରିକୁ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନି । ଲାଇସେନ୍ସ ପାଇଁ ଲୋକେ ଆବେଦନ କରୁଛନ୍ତି ହେଲେ ଅନୁମତି ଦିଆଯାଇନି। ଏନେଇ ସରକାରୀ ନିର୍ଦ୍ଦେଶନାମା ଆସିବା ପରେ ନିଷ୍ପତ୍ତି ନିଆଯିବ।

 

Leave A Reply

Your email address will not be published.