Latest Odisha News

BREAKING NEWS

Browsing Tag

Cuttack DCP

ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ନେଇ କ’ଣ କହିଲେ କଟକ ଡିସିପି ?

କଟକ: ବିଚ୍ ରାସ୍ତାରେ ଦୁର୍ବୃତ୍ତଙ୍କ ବର୍ବରତା ପରେ ମୁହଁ ଖୋଲିଛନ୍ତି କଟକ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି, ଦୁର୍ବୃତ୍ତ ଯୁବକଙ୍କ ହାତ ବାନ୍ଧି ଗାଡ଼ି ପଛରେ ଦୌଡ଼ାଇବାକୁ ଟ୍ରାଫିକ୍ ପୋଲିସ ଦେଖି ନାହିଁ । ପୋଲିସ ଯାଞ୍ଚ କରୁଛି । ଯଦି ଦୁର୍ବୃତ୍ତ କୌଣସି ଟ୍ରାଫିକ୍ ପୋଷ୍ଟ…

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ

କଟକ: ଦରଘାବଜାର ଅଞ୍ଚଳରେ କମିଶନରେଟ ପୋଲିସର ଏନକାଉଣ୍ଟର । ହାର୍ଡକୋର୍ କ୍ରିମିନାଲ୍ ଶେଖ ବାବୁ ଆହତ ହୋଇଛି । ସ୍ପେଶାଲ୍ ସ୍କ୍ୱାଡ୍ ତାକୁ ଏନକାଉଣ୍ଟର କରିଥିଲା । ବାବୁର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବିରେ ଚିକିତ୍ସା କରାଯାଉଛି । ଗତକାଲି ରାତିରେ…

କଟକଣା ଭିତରେ କଟକର କାଳୀ ପୂଜା

କଟକ: କରୋନା କଟକଣା ଭିତରେ ହେବ କଟକର କାଳୀ ପୂଜା । ଦୁର୍ଗାପୂଜା ଭଳି କାଳୀ ପୂଜା ମଧ୍ୟ ପାଳନ ହେବ । ପୂଜାକୁ ନେଇ କଟକ ଡିସିପ ପ୍ରତୀକ ସିଂ କଟକଣା ଜାରି କରିଛନ୍ତି । କାଳୀପୂଜା ବେଳେ ଗହଳୀକୁ କଣ୍ଟ୍ରୋଲ କରିବାକୁ ପୋଲିସ ପାଟ୍ରୋଲିଂକୁ କଡା କଡି କରାଯିବା ସହ ବିଭିନ୍ନ ସ୍ଥାନରେ ଏଡ୍…

ବାଣ ବଜାର ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର:କରୋନା ଭିତରେ ବାଣ ବଜାର ନ ଖୋଲିବାକୁ ଆହ୍ୱନ । ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଂଜାମ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ଏଥିସହ ବାଣ ମାର୍କେଟ ନ ଖୋଲିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, ପ୍ରଥମେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା…

କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ, ପାଳିତ ହେବ କାଳୀ ପୂଜା

କଟକ: କଟକରେ ବ୍ରିକି ହୋଇପାରିବ ବାଣ । ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦିପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୫ ଗିରଫ, ୩୫ ବାଇକ ଜବତ

କଟକ: ବାଇକ ଚୋରି ର‌୍ୟାକେଟର ପର୍ଦ୍ଦାଫାସ । କଟକ ଜଗତପୁର ଥାନା ପୋଲିସ କବଜାରେ ୫ ବାଇକ ଲୁଟେରା । ଏକ ଅଟୋ ଚୋରିକୁ ନେଇ ତଦନ୍ତ ବେଳେ ୫ଜଣ ଚୋରଙ୍କୁ ଗିରଫ କରିବା ସହ ୩୫ଟି ଗାଡ଼ି ଜବତ ହୋଇଛି। ଏନେଇ କଟକ ଡିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି। ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ…

ଦଶହରା ପାଇଁ କଟକରେ ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ

କଟକ: ଏବର୍ଷ କରୋନା କଟକଣା ଭିତରେ ଦଶହରା ଅନୁଷ୍ଠିତ ହେଉଛି । କଟକ ସହରରେ ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ । ଶହେ ଜଣ ପୋଲିସ ଅଫସର ନିୟୋଜିତ ରହିବେ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଦଶହରା ପାଇଁ ସୁରକ୍ଷା…

ଡିସିପିଙ୍କୁ ଜଣାଅ ମୂର୍ତ୍ତିର ଉଚ୍ଚତା: ହାଇକୋର୍ଟ

କଟକ: କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ…

ଡି-ବ୍ରଦର୍ସ ଗ୍ୟାଙ୍ଗର ୨ ସହଯୋଗୀ ଗିରଫ

କଟକ: କୁଖ୍ୟାତ ଅପରାଧୀ ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ । ଉଭୟଙ୍କୁ କଟକ ଲାଲବାଗ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ । ଏମାନଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମାଗାଜିନ ଜବତ ହୋଇଛି । କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ…