Latest Odisha News

BREAKING NEWS

Browsing Tag

Ganjam Collecter

ଗଞ୍ଜାମ ଜିଲାପାଳଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍ ନମ୍ବର

ବ୍ରହ୍ମପୁର: ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଆଇପିଏସ୍‌ ଏବଂ ଆଇଏଏସ୍‌ ଅଧିକାରୀମାନେ ସାଇବର ଅପରାଧର ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଯାଇଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ତାଙ୍କ ନାମରେ ଫେକ୍‌ ହ୍ୱାଟ୍ସଆପ୍ ନମ୍ବର କରାଯାଇ ସେଥିରେ…

ଗଞ୍ଜାମରେ ଦୀପାବଳି କଟକଣା, ନଭେମ୍ବର ୩୦ ଯାଏଁ ବାଣ ମନା

ଗଞ୍ଜାମ: ଗଞ୍ଜାମରେ ଫୁଟିବନି ବାଣ । ଲାଗିଲା ଦୀପାବଳି କଟକଣା । ମହାମାରୀ କରୋନା ପାଇଁ କଟକଣା ଲଗାଇଲେ ଗଂଜାମ ଜିଲ୍ଲାପାଳ । ଜିଲ୍ଲାରେ ନଭେମ୍ବର ୩୦ ତାରିଖ ଯାଏଁ ବାଣ ନିଷେଧ କରାଯାଇଛି । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।…

ବାଣ ବଜାର ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର:କରୋନା ଭିତରେ ବାଣ ବଜାର ନ ଖୋଲିବାକୁ ଆହ୍ୱନ । ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଂଜାମ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ଏଥିସହ ବାଣ ମାର୍କେଟ ନ ଖୋଲିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, ପ୍ରଥମେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା…

ଗଞ୍ଜାମରେ ଡିସେମ୍ବର ଯାଏଁ ଖୋଲିବନି ମନ୍ଦିର

ଗଞ୍ଜାମ: ଆହୁରି ମାସେ ଯାଏଁ ଗଂଜାମରେ ଖୋଲିବନି ମନ୍ଦିର । ଭକ୍ତ ପାଇଁ ମନ୍ଦିର ବନ୍ଦ ରହିବ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ…

ଗଞ୍ଜାମରେ କେମିତି ପାଳିବେ ଦୁର୍ଗା ପୂଜା? ଆସିଲା ଗାଇଡଲାଇନ୍‌

ଗଞ୍ଜାମ: ଚଳିତ ବର୍ଷ କରୋନା ମହାମାରୀ ଭିତରେ ପାଳନ ହେବ ଦଶହରା । ତେବେ ଗଂଜାମରେ କେମିତି ହେବ ଦୁର୍ଗା ପୂଜା । ଏଥିପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଂଜାମ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ…

କୋଭିଡ ମୁକାବିଲା: ଆଜିଠୁ ଗଂଜାମରେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ କ୍ୟାମ୍ପେନ୍

ଗଞ୍ଜାମ: ରାଜ୍ୟରେ ବଢ଼ି ଚାଲିଛି କୋଭିଡ ମାମଲା । ଏହାର ମୁକାବିଲା ପାଇଁ ଜୋରଦାର ପ୍ରୟାସ । ଗଂଜାମକୁ କରୋନା ମୁକ୍ତ କରିବା ପାଇଁ ଆଜିଠୁ ସେଠାରେ କ୍ୟାମ୍ପେନ ଆରମ୍ଭ ହୋଇଛି । ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ୱେଚ୍ଛାସେବୀ ଓ ଜନପ୍ରତିନିଧି ଘରକୁ ଘର…