ନୂଆଦିଲ୍ଲୀ: କରୋନା କବଳରେ ପୁରା ବିଶ୍ୱ । ଧୀରେ ଧୀରେ ସାରା ବିଶ୍ୱକୁ ଲଟା ଭଳି ମାଡି ଗଲାଣି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନେଇ ଏବେ ସମସ୍ତେ ଭୟଭୀତ । ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଏ । ତେବେ ଏହି ସମୟରେ କିଭଳି ରୋଗ ପ୍ରତିରୋଧକ ଶକ୍ତି ବଢ଼ିପାରିବ । କ’ଣ ଖାଇଲେ ଶରୀରରେ ବଢ଼ିବ ଇମ୍ୟୁନିଟି ପାୱାର । ଆସନ୍ତୁ ଜାଣିବା ସେ ବିଷୟରେ ।
ଭିଟାମିନ୍-ଏ ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ । ଏଥିସହ ଭିଟାମିନ-ବି ଯୁକ୍ତ ଖାଦ୍ୟ ମଧ୍ୟ ଶରୀରକୁ ଯଥେଷ୍ଟ ଆବଶ୍ୟକ । ସେହିପିର ଭିଟାମିନ-ଇ ଓ ଭିଟାମିନ-ବି-୬ର ମଧ୍ୟ ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ ପ୍ରତିଦିନ ସକାଳୁ ଉଷୁମ ପାଣି ପିଇଲେ ଶରୀରରେ ରୋଗା ପ୍ରତିରୋଧ ଶକ୍ତି ବଢ଼ିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କ’ଣ ଖାଇବେ
-ସବୁଜ ତଟକା ପରିବା
-ହଳଦୀ ଓ ଗୋଲମରିଚ
– ଚିକେନ, ମାଛ ଓ ଅଣ୍ଡା ଖାଇପାରିବେ
-ଉଷୁମ କ୍ଷୀର ଓ ପାଣି
-ଗହମ, ଉଷୁନା ଚାଉଳ, ଡାଲି
-ଗଜା ମୁଗ, ବୁଟ, ଫଳ ଓ ଜୁସ
କ’ଣ ଖାଇବେନି
-ଚିନି ଓ ଚିନି ଯୁକ୍ତ ଖାଦ୍ୟ
-ଲାଲ ମାଂସ
-ମଟନ
-ଚିଙ୍ଗୁଡି
-ମୃଦୁ ପାନୀୟ
–ଅଧିକ ତେଲ ଯୁକ୍ତ ଖାଦ୍ୟ
BREAKING NEWS
- ଜେଲରୁ କଏଦୀ ଫେରାର;ସଫେଇ କାମ ବେଳେ ଚମ୍ପଟ ମାରିଲେ…
- ଓଡ଼ିଶା ଟି୨୦ ଲିଗ୍ ୨୦୨୬ ସିଏମ ଟ୍ରଫି: ଚୂଡ଼ାନ୍ତ ଦଳ ଘୋଷଣା, ରାଇନା ଓ ଦେବାଶିଷ ବ୍ରାଣ୍ଡ୍ ଆମ୍ବାସାଡର
- କ୍ରିକେଟ: ଗୋଟିଏ ଦିନରେ ଦୁଇଟି ଅଲଗା ସ୍ଥାନରେ ମ୍ୟାଚ୍ ଖେଳିପାରେ ଟିମ ଇଣ୍ଡିଆ
- ସ୍କୁଲରେ ୨୦୦ ପିଲାଙ୍କୁ ଜଣେ ଶିକ୍ଷକ;ଆବଶ୍ୟକୀୟ ନିଯୁକ୍ତି ଦାବିରେ ଅଭିଭାବକଙ୍କ ଧାରଣା
- ୨୦୨୭ ସାଉଥ୍ ଏସିଆନ ଗେମ୍ସରେ ଭାଗ ନେବେ ଭାରତୀୟ ଆଥଲେଟ୍
- ପିଟରସନ ଇଂଲଣ୍ଡ ହ୍ବାଇଟ୍-ବଲ୍ ଟିମ୍ର ମେଣ୍ଟର ନିଯୁକ୍ତ
- ଇଶାନ କିଷାନଙ୍କ ଦ୍ବିଶତକ, ଇଷ୍ଟ ଜୋନ୍ର ବିଶାଳ ସ୍କୋର
- ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ
- ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି; ବିଲ୍ଡିଂ ମାଲିକଙ୍କୁ ଗିରଫ କଲା ପୋଲିସ, ୫ MCD ଅଧିକାରୀ ନିଲମ୍ବିତ
- Qualify for AFC Asian Cup:ଭାରତୀୟ ଫୁଟବଲ୍ ପାଇଁ ଐତିହାସିକ ସଫଳତା:୨୦ ବର୍ଷ ପରେ AFC U20 ଏସୀୟ କପ୍ ଭାରତର ଯୋଗ୍ୟତା ଅର୍ଜନ

Comments are closed.