Latest Odisha News

BREAKING NEWS

ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ, ପୋଲିସର ତଦନ୍ତ ଜାରି

ଗଜପତି: ବିପୁଳ ପରିମାଣର ଚନ୍ଦନ କାଠ ଜବତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଜବତ ହୋଇଛି । ପାରାଳାଖେମୁଣ୍ଡି ବାଳିକା ବିଦ୍ୟାଳୟ ରାସ୍ତାରେ ଥିବା ରାଜୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ରକ୍ତ ଚନ୍ଦନ କାଠ ଜବତ କରିଛି ବନ ବିଭାଗ ।

ପାରଳାଖେମୁଣ୍ଡି ବନ ବିଭାଗ ଓ ପୋଲିସର ମିଳିତ ଭାବରେ ଚଢାଉ କରିଥିଲା । ଏହି ସମୟରେ ବନ ବିଭାଗ ବିପୁଳ ପରିମାଣର ରକ୍ତ ଚନ୍ଦକ ଜବତ କରିଛି ପୋଲିସ । ତେବେ ଏତେ ପରିମାଣର ରକ୍ତ ଚନ୍ଦ କାଠ କେଉଁଠୁ ଆସିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.