Latest Odisha News

BREAKING NEWS

ରାଜ୍ୟ ସରକାର ତୈଳ ଦର ନକମାଇଲେ ଫେବୃଆରୀ ୧୫ରେ କଂଗ୍ରେସର ଆନ୍ଦୋଳନ: ନିରଞ୍ଜନ

ବ୍ରହ୍ମପୁର:ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଛି । ଏହି ଅବସରରେ ବ୍ରହ୍ମପୁରକୁ ଗାନ୍ଧୀଙ୍କ ଆଗମନର ୧୦୦ ବର୍ଷ ପୂର୍ତ୍ତି ସ୍ମୃତିଚାରଣ କରାଯାଇଥିଲା । 

ଏହି ସମାରୋହରେ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ଯୋଗ ଦେଇ କହିଥିଲେ କଂଗ୍ରେସ ସରକାରଙ୍କ ଯୋଜନାକୁ ହିଁ ବିଜେପି କାର୍ଯ୍ୟକାରୀ କରୁଛି । ମୋଦି କିମ୍ବା ନବୀନ ସରକାର ସବୁବେଳେ ସବୁ ଲୋକଙ୍କୁ ଠକି ପାରିବେ ନାହିଁ ।

ଅପରପକ୍ଷେ, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଅନ୍ତତଃ ତେଲ ଦର ୧୦ ଟଙ୍କା ନ କମାଇଲେ ଆସନ୍ତା ୧୫ ତାରିଖରୁ ଦଳ ରାଜ୍ୟରେ ଆନ୍ଦୋଳନ କରିବ । 

Leave A Reply

Your email address will not be published.