Latest Odisha News

BREAKING NEWS

ଧୂଳି ଚଟାଇଲେ ଭାରତୀୟ ବୋଲର୍‌; ୩୬ ରନରେ ଭାରତର ଦମଦାର୍ ବିଜୟ

ରାଜକୋଟ: ରାଜକୋଟରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଦିବାରାତ୍ର ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି । ଏବେ ଶୃଙ୍ଖଳା ୧-୧ରେ ବରାବର ସ୍ଥିତିରେ ରହିଥିବା ବେଳେ ଆସନ୍ତା ୩ୟ ଦିନିକିଆ ହିଁ ନିର୍ଣ୍ଣାୟକ ମ୍ୟାଚ ହେବା ନିଶ୍ଚିତ ହୋଇଛି ।

ଭାରତର ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ ବିନିମୟରେ କରିଥିଲା ବିଶାଳ ୩୪୦ ରନ । ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୪୯.୧ ଓଭରରେ ସମସ୍ତ ୱିକେଟ ହରାଇ ୩୦୪ ରନ କରିପାରିଥିଲା ।

Leave A Reply

Your email address will not be published.