ନୂଆଦିଲ୍ଲୀ: ଦେଶରେ ୯୬ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ଏବେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୧ହଜାର ୬୩ଟି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩୬ହଜାର ୧୧ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୪୪ହଜାର ୨୨୨କୁ ବୃଦ୍ଧି ପାଇଛି ।
୧ଲକ୍ଷ ୪୦ହଜାର ମୃତ
ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ଡେଥ୍ କେସ୍ କମିଛି । ଦେଶରେ ମୃତ୍ୟୁସଂଖ୍ୟା ଲକ୍ଷେ ୪୦ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଆଉ ୪୮୨ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ରହିଛି ୧ଲକ୍ଷ ୪୦ହଜାର ୧୮୨ । ମୃତ୍ୟୁହାର ରହିଛି ୧.୪୫%।
ସୁସ୍ଥ ହେଲେଣି ୯୧ ଲକ୍ଷ ଆକ୍ରାନ୍ତ
ସୁସ୍ଥହାର ଉତ୍ସାହଜନକ ରହିଛି । ଏହି ସଂଖ୍ୟା ୯୧ଲକ୍ଷ ଟପିଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୪୧ହଜାର ୯୭୦ କରୋନା ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୯୧ଲକ୍ଷ ୭୯୨ରେ ପହଞ୍ଚିଛି । ଆରୋଗ୍ୟ ହାର ରହିଛି ୯୪.୩୭% । ଆକ୍ଟିଭ୍ କେସ୍ ସଂଖ୍ୟା ୪ଲକ୍ଷ ୩ହଜାର ୨୪୮ ।
BREAKING NEWS
- ନିର୍ବାଚନ ବେଳେ କାହିଁକି ବିଜେପି ପାଲଟିଲା ଓଡ଼ିଶାବାସୀଙ୍କ ପସନ୍ଦ, ମୋଦୀ ଫିଟାଇଲେ ଗୁମର
- ଓଡ଼ିଶାରେ ନଟ୍ ଆଉଟ୍ ପ୍ଲାନରେ ବିଜେପି; ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହଜାଇଲା ବିରୋଧୀଙ୍କ ନିଦ!
- ବିଜେପି ନେତାଙ୍କ ବୈଠକରେ ମୋଦୀଙ୍କ ‘ଗୁଜରାଟ ମଡ଼େଲ’ ଥିଓରୀ, ବଢ଼ିଲା ରାଜନୈତିକ ଚର୍ଚ୍ଚା
- ଉଦଘାଟିତ ହେଲା ପୋଲିସ ଡିଜି ସମ୍ମିଳନୀ: ଜିରୋ ଟଲେରାନ୍ସ ପାଇଁ ଆହ୍ୱାନ ଦେଲେ ଶାହ
- ଖସିଲା ଜିଡିପି ଅଭିବୃଦ୍ଧି ହାର
- ବ୍ରେକ ଅପ୍ କରିବାର ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ : ସୁପ୍ରିମକୋର୍ଟ
- କଂଗ୍ରେସରେ ଉପରୁ ତଳ ଯାଏ ପରିବର୍ତ୍ତନ ଜରୁରୀ: ମଲ୍ଲିକାର୍ଜୁନ ଖଡଗେ
- ଜଙ୍ଗଲ ସୁରକ୍ଷା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
- ପାଟପୁର ଥାନାକୁ ଶ୍ରେଷ୍ଠ ଥାନା ପୁରସ୍କାର ଦେଲେ ଶାହ
- ବିରଜା ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଗଣ୍ଡଗୋଳ ଘଟଣା; ଭବପ୍ରସାଦ ଦାସଙ୍କୁ ମିଳିଲା ଜାମିନ
Comments are closed.