Latest Odisha News

BREAKING NEWS

ଦ୍ଵିତୀୟ ଦିନିକିଆ: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, କର ବା ମର ସ୍ଥିତିରେ ଭାରତ

ରାଜକୋଟ: ଶୁକ୍ରବାର ଦିନ ରାଜକୋଟଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଆଜିର ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କର ବା ମର ସ୍ଥିତିରେ ଭାରତ।

୩ଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଭାରତକୁ ପରାସ୍ତ କରି ୧-୦ ରେ ଆଗୁଆ ରହିଛି । ତେଣୁ ଏହି ମୁକାବିଲା ଜିତି ଭାରତ ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ ।

Leave A Reply

Your email address will not be published.