Latest Odisha News

BREAKING NEWS

ସ୍ୱିସ୍ ବ୍ୟାଙ୍କରେ ବଢୁଛି ଭାରତୀୟ ଅର୍ଥ; ୩୦.୫ ହଜାର କୋଟି ଟଙ୍କା ବୃଦ୍ଧି

ଭୁବନେଶ୍ୱର: ସ୍ୱିସ୍ ବ୍ୟାଙ୍କରେ ବଢୁଛି ଭାରତୀୟ ମୁଦ୍ରାର ପରିମାଣ । ଏଥର ୧୪ ବର୍ଷରେ ସର୍ବାଧିକ ବୃଦ୍ଧି ପାଇଛି । ଆଜକୁ ବିଗତ ୧୪ ବର୍ଷ ଭିତରେ ଭାରତୀୟ ମୁଦ୍ରା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାର ମୂଲ୍ୟ ୩୦.୫ ହଜାର କୋଟି ଟଙ୍କା ରହିଛି ।

ସ୍ୱିଜରଲ୍ୟାଣ୍ଡର ସେଣ୍ଟ୍ରାଲ ବ୍ୟାଙ୍କ ତଥ୍ୟ ଆଧାରରେ ପିଟିଆଇ ଏହି ସୂଚନା ଦେଇଛି । ଏ ସମସ୍ତ ଅର୍ଥ ଆନୁଷ୍ଠାନିକ ବୋଲି ଜଣାପଡ଼ିଛି । ବିଭିନ୍ନ ଅନୁଷ୍ଠାନ ଅଧୀନରେ ଥିବା ଅର୍ଥର ହିସାବ କରାଯାଇ ଏହି ତଥ୍ୟ ପ୍ରକାଶ ପାଇଛି ।

ଅଧିକ ସୂଚନା ଶୀଘ୍ର ଆଶା କରାଯାଉଛି ।

Leave A Reply

Your email address will not be published.