Latest Odisha News

BREAKING NEWS

ଟି-୨୦ରେ ୨୦୦ ରନ୍ ଚେଜ୍ କରି ନୂଆ ରେକର୍ଡ଼ କଲା ଭାରତ !

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ ୪ର୍ଥ ଥର ପାଇଁ କରି ରେକର୍ଡ କରିଛି ।

ଅଷ୍ଟ୍ରେଲିଆ ୨ଥର ଏବଂ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି । ପୂର୍ବରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ (୨୦୦୯) , ଅଷ୍ଟ୍ରେଲିଆ ବିପକ୍ଷରେ (୨୦୧୩), ୱେଷ୍ଟଇଣ୍ଡିଜ ବିପକ୍ଷରେ(୨୦୧୯) ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ କରି ବିଜୟୀ ହୋଇଥିଲା ।

ସେହିପରି ଏହି ମ୍ୟାଚ ମାଧ୍ୟମରେ ରସ ଟେଲର ୬ ବର୍ଷ ପରେ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅର୍ଦ୍ଧଶତକ ମାରିଥିଲେ ।

Leave A Reply

Your email address will not be published.