Latest Odisha News

BREAKING NEWS

୨୧ରେ ଭୁବନେଶ୍ୱର ଆସିବେ ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଇଆଇଟି ଭୁବନେଶ୍ୱରର ୮ମ କନଭୋକେସନ ଉତ୍ସବରେ ଯୋଗଦେବା ପାଇଁ ଇସ୍ରୋ ମୁଖ୍ୟ କେ. ଶିବନ ସେପ୍ଟେମ୍ବର ୨୧ ତାରିଖରେ ଗସ୍ତରେ ଆସୁଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି କନଭୋକେସନ୍ ଅବସରରେ କେ. ଶିବନ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରାୟାନ-୨ର ମୁନ୍ ମିଶନ୍ ସମ୍ପର୍କରେ ସମ୍ୟକ୍ ଅନୁଭୂତି ବଖାଣିବେ । ଏଥିସହିତ ଭାରତର ଆଗାମୀ ସ୍ପେଶ୍ ପ୍ରୋଗାମ୍ ସମ୍ପର୍କରେ ଆଲୋଚନା କରିବେ ।

Leave A Reply

Your email address will not be published.