Latest Odisha News

BREAKING NEWS

ଇସ୍ରୋରେ କାମ କରିବାକୁ ଚାହୁଁଛନ୍ତି କି, ପଢନ୍ତୁ

ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)ରେ ଖାଲି ପଡିଥିବା ୮୬ଟି ଟେକ୍ନିସିଆନ, ଡ୍ରାଫ୍ଟସମ୍ୟାନ-ବି ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଆବେଦନ କରିବାର ଶେଷ ତାରିଖ ହେଉଛି ସେପେଟମ୍ବର ୧୩ ।

BjdElectrycity

ଚୟନ ପାର୍ଥୀ ମାନଙ୍କୁ ଇସ୍ରୋର ହ୍ୟୁମାନ ସ୍ପେସ୍ ଫ୍ଲାଇଟ ସେଣ୍ଟର ସହ ଆଜୀବନ ଯୋଡି ହୋଇ ରହିବାର ସୁଯୋଗ ମିଳିବ ।

ଖାଲିଥିବା ୮୬ଟି ପଦବି ମଧ୍ୟରୁ ୩୯ ଟି ଟେକ୍ନିସିଆନ-ବି ପୋଷ୍ଟ, ୧୨ଟି ଡ୍ରାଫ୍ଟସମ୍ୟାନ-ବି ଏବଂ ୩୫ଟି ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବି ପାଇଁ ଉଦ୍ଦିଷ୍ଟ ।

ବୟସ ସୀମା :

ସେପ୍ଟେମ୍ବର ୧୩ ସୁଦ୍ଧା ପର୍ଥୀ ମାନଙ୍କ ବୟସ ୧୮ ରୁ ୩୫ ମଧ୍ୟରେ ହୋଇଥିବା ଆବଶ୍ୟକ

ଚୟନ ପକ୍ରିୟା:

ପର୍ଥୀ ମାନଙ୍କୁ ରିଟିନ ଓ ସ୍କିଲ ଟେଷ୍ଟ ଆଧାରରେ ଏହି ଚୟନ କରାଯିବ

ଆପ୍ଲିକେସନ:

ଆଗ୍ରହୀ ପାର୍ଥୀମାନେ କେବଳ ଅନଲାଇନ ଯୋଗେ ଇସ୍ରୋର ଅଫିସିଆଲ ୱେବସାଇଡ୍ isro.gov.in ରେ ଆବେଦନ କରିପାରିବେ ।

Leave A Reply

Your email address will not be published.