Latest Odisha News

BREAKING NEWS

Browsing Tag

isro

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫…

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ  

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ ।…

ମିଶନ ଚନ୍ଦ୍ରଯାନ: ୬୦୦ କୋଟି ଖର୍ଚ୍ଚ କରି ଚନ୍ଦ୍ରରେ କଣ ହାତେଇବାକୁ ଚାହୁଁଛି ଭାରତ ?

ଭୁବନେଶ୍ୱର: ୨ ଦଶନ୍ଧିରେ ତୃତୀୟ ମିଶନ । ଚନ୍ଦ୍ରରେ ପହଞ୍ଚିବାକୁ ପୁଣି ଥରେ ଭାରତର ପ୍ରୟାସ । ଶେଷଥର ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨କୁ ମହାକାଶକୁ ପଠାଇଥିଲା । ଯେଉଁଥିରେ ଉତକ୍ଷେପଣକୁ ବାଦ୍ ଦେଲେ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ…

ଆସନ୍ତା ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩, ଇସ୍ରୋ ପକ୍ଷରୁ ସୂଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବସ୍ଥାପିତ କରିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ…

ଓଡ଼ିଶାରୁ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣର ୨୦ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ଚମତ୍କାରିତା ଅନୁସନ୍ଧାନ

ଭୁବନେଶ୍ୱର: ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି)ର ସ୍ୱପ୍ନର ପରିଦର୍ଶନରୁ ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍‌ସ) ୨୦୨୨-୨୩ ବିଜେତାମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ୟାଟ୍‌ସ…

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ବିଜେତାଙ୍କ ଇସ୍ରୋ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋର)ର ଅହମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି)କୁ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)୨୦୨୨-୨୩ ର ୨୦ ଜଣ ବିଜେତାଙ୍କ ଯାତ୍ରାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସରକାରୀ…

ଇସ୍ରୋ ଆଜି ଉତକ୍ଷେପଣ କରିବ ପିଏସଏଲଭି-ସି୫୫ ରକେଟ୍

ଶ୍ରୀହରିକୋଟା: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ISRO) ଆଜି ଦିନ ୨ଟା ୧୯ରେ ପିଏସଏଲଭି-ସି୫୫ ରକେଟର ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସିଙ୍ଗାପୁରର ୨ଟି ସାଟେଲାଇଟ୍ ସହ ଓ ଇସ୍ରୋର ପିଓଇଏମକୁ ମହାକାଶକୁ ପଠାଯିବ । ସିଙ୍ଗାପୁରର ୨ଟି ସାଟେଲାଇଟକୁ…

ଇସ୍ରୋର ମିଶନ ସୂର୍ଯ୍ୟ, ଜାଣନ୍ତୁ ସ୍ପେସକ୍ରାଫ୍ଟ ଆଦିତ୍ୟ ଏଲ୍-୧ ବାବଦରେ

ଭୁବନେଶ୍ୱର: ଭାରତର ପ୍ରଥମ ସୂର୍ଯ୍ୟ ମିଶନ । ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଗାମୀ ଜୁନ୍-ଜୁଲାଇରେ ସ୍ପେସକ୍ରାଫ୍ଟ ଆଦିତ୍ୟ-ଏଲ୍୧କୁ ପଠାଇବ । ଇସ୍ରୋକୁ ମିଶନ ଲାଗି ପେଲୋଡ ଭିଜିବଲ ଲାଇନ୍ ଏମିସନ୍ କରୋନାଗ୍ରାଫ (VELC) ମିଳିଛି । ସୂର୍ଯ୍ଯଯାନ ଲାଗି VELC…

ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ

ଚେନ୍ନାଇ: ଶ୍ରୀହରିକୋଟା ସତୀଶ ଧାଓ୍ୱନ ଲଞ୍ଚପ୍ୟାଡରୁ ପିଏସଏଲଭି-ସି୫୪ ରକେଟ୍ ସଫଳ ଉତକ୍ଷେପଣ । ୯ ସାଟେଲାଇଟ୍ ନେଇ ମହାକାଶକୁ ଗଲା ରକେଟ୍। ଓସିଏନ୍-୩ ସହ ୮ଟି ନାନୋ ସାଟେଲାଇଟକୁ ମିଶାଇ ୧୧୧୭କେଜି ଓଜନ ବହନ କରିଛି ପିଏସଏଲଭି-ସି୫୪। ଏସବୁଗୁଡିକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ।…

PSLV-C 53 ସଫଳତା : 3 ଉପଗ୍ରହ କକ୍ଷପଥରେ ସ୍ଥାପିତ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ…