Latest Odisha News

BREAKING NEWS

ଇଟାଲୀ ଉଦ୍ଭାବନ କଲା କୋଭିଡ୧୯ ଟୀକା: ମଣିଷ ଦେହରେ କାମ କରୁଥିବା ନେଇ ଦୃଢୋକ୍ତି ପ୍ରକାଶ !

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟୀକା ଉଦ୍ଭାବନ କରିଥିବା ଦାବି କରିଛି ଇଟାଲୀ । ଏହା ପୃଥିବୀର ପ୍ରଥମ କରୋନାଭାଇରସ୍ ଟିକା ଯାହା ସଫଳତାର ସହ ସହ ମଣିଷ ଉପରେ କାର୍ଯ୍ୟ କରୁଥିବା ଦାବି କରିଛି ଇଟାଲୀ। ଇଟାଲୀର ଏକ ନ୍ୟୁଜ ଏଜେନ୍ସି ଏଏନଏସଏ ରେ ଏହି ଖବର ପ୍ରକାଶିତ ହୋଇଛି ।

ଇଟାଲୀର ରୋମ ହସ୍ପିଟାଲରେ କରାଯାଇଥିବା ପରୀକ୍ଷଣ ଅନୁଯାୟୀ, କରୋନାଭାଇରସ୍ ଟିକା ମୂଷାମାନଙ୍କରେ ଆଣ୍ଟିବଡି ସୃଷ୍ଟି କରେ ଯାହା ମାନବ କୋଷରେ ମଧ୍ୟ କାମ କରିବ ।

Leave A Reply

Your email address will not be published.