Latest Odisha News

BREAKING NEWS

ଆରପାରିରେ ପୂର୍ବତନ ବିଧାୟକ ହରପ୍ରସାଦ ମହାପାତ୍ର

ଭୁବନେଶ୍ୱର: ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ ବୁଧବାର ଦିନ ଆଖି ବୁଜିଛନ୍ତି ପୂର୍ବତନ ବିଧାୟକ ହରପ୍ରସାଦ ମହାପାତ୍ର । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସେ ୯୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେ ୧୯୬୭ ଏବଂ ୧୯୭୭୧ ଯାଏଁ ସୋର ବିଧାନସଭା ନିର୍ବାଚନମଣ୍ଡଳୀରୁ ଯଥାକ୍ରମେ ସିପିଆଇ ଏବଂ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ୨ ଥର ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.