ଛତିଶଗଡ଼ : ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ସର୍ଚ୍ଚ ଅପରେଶନ ବେଳେ ୧୫ କେଜି ଓ ୫ କେଜିର ଦୁଇଟି ଆଇଇଡି ଠାବ କରିଛନ୍ତି ଯବାନ । ଆଇଇଡିକୁ ଠାବ କରାଯିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ଆଇଟିବିପି ଯବାନ । ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁ ଜିଲ୍ଲାରେ ୪୦ ବାଟାଲିୟନର ଯବାନଙ୍କୁ ଏହି ସଫଳତା ମିଳିଛି । ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଆଇଇଡି ଖଞ୍ଜି ଥିବା ବେଳା, ଏହାକୁ ନିଷ୍କ୍ରିୟ କରିଛନ୍ତି ଆଇଟିବିପି ଯବାନ ।
BREAKING NEWS
- ବିଜେଡି ପରାଜୟର କାରଣ କହିଲେ ଦେବାଶିଷ, ସୋସିଆଲ୍ ମିଡିଆରେ ଦେଲେ ପ୍ରତିକ୍ରିୟା
- ବେଆଇନ୍ କୋଇଲା ଖଣିରେ ଚଢ଼ାଉ ଜାରି; ୨୫୦ ଟନ୍ରୁ ଅଧିକ କୋଇଲା ଜବତ
- ନିଶା କାରବାର ଅଭିଯୋଗରେ ରାଜଧାନୀର ବିଭିନ୍ନ ଦୋକାନରେ ଚଢ଼ାଉ
- ଓଏସଆରଟିସି ମୁଖ୍ୟ କାର୍ଯ୍ଯାଳୟର ସମ୍ପତ୍ତି ଆଟାଚ୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
- ଟେନ୍ସା ଫାଣ୍ଡିର ୨ କନଷ୍ଟେବଳଙ୍କୁ ଛୁରାମାଡ
- ଜୁନ୍ ମାସରେ ହେବ ଭଲ ବର୍ଷା: ପାଣିପାଗ ବିଶେଷଜ୍ଞ
- ଆଇଏଏସ୍ ମନୋଜ ପରିଡା ନୂଆ ମୁଖ୍ୟ ସୂଚନା କମିଶନର୍, ନିଯୁକ୍ତି ଦେଲେ ରାଜ୍ୟ ସରକାର
- କୋହଲି ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି, ଚିନ୍ତାରେ ବୋଲର
- ୧୧ରୁ ବଣ୍ଟା ହେବ ଆୟୁଷ୍ମାନ କାର୍ଡ, ଜନସେବା କେନ୍ଦ୍ର ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ
- ପୁଣି କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ ଅଛି ଦାମ୍
Comments are closed.