ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ଲକ୍ଡାଉନ୍କୁ ପୁଣି ଥରେ ବଢାଇଦେଇଛନ୍ତି। ଏହି ଅବଧିକୁ ଜୁନ୍ ୧୪ ଯାଏ ବୃଦ୍ଧି କରାଯାଇଛି। ଜୁନ୍ ୧୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ରହିବ ରାଜ୍ୟ।
ଶନିବାର ଅପରାହ୍ନ ୫ ଟାରୁ ସୋମବାର ସକାଳ ୬ ଟା ଯାଏ ଏହି ଲକଡାଉନ୍ ଜାରି ରହିବ।
ଶନିବାର ଅପରାହ୍ନ ୫ ଟାରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ ହେବ। ଏହା ଭିତରେ ଜରୁରୀ ସେବାକୁ ଅମୁମତି ଦିଆଯିବ। ଜାମସେଦପୁର ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ ଦୋକାନ ଖୋଲିବାର ସମୟ ୨ ଘଣ୍ଟା ବୃଦ୍ଧି କରାଯାଇଛି
Comments are closed.