Latest Odisha News

BREAKING NEWS

ଜୟଲଳିତାଙ୍କ ଜନ୍ମ ଦିନରେ ଥାଲାଭି ଫିଲ୍ମର ନୂତନ ଲୁକ୍ ଜାରି ହେଲା

ମୁମ୍ବାଇ: ଜୟଲଳିତାଙ୍କ ଜନ୍ମ ଦିନ (୨୪ ଫେବୃୟାରୀ)ରେ ଥାଲାଭି ଫିଲ୍ମରେ ଅଭିନୟ କରୁଥିବା କଙ୍ଗନା ରାନାୱତଙ୍କ ନୂତନ ଲୁକ୍ ଜାରି କରାଯାଇଛି । ଏହି ଫିଲ୍ମ ଜୟଲଳିତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ । ଥାଲାଭି ଫିଲ୍ମ ଜୁନ୍ ୨୬ରେ ରିଲିଜ ହେବ ବୋଲି ପ୍ରଯୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ନୂତନ ଲୁକ୍ରେ ଜୟଲଳିତା ଓ କଙ୍ଗନାଙ୍କ ମଧ୍ୟରେ ପ୍ରଭେଦ ପାଇବା କଷ୍ଟକର ହୋଇ ପଡିଛି । କଙ୍ଗନାଙ୍କ ଭଉଣୀ ତଥା ମ୍ୟାନେଜର ରଙ୍ଗୋଲି ଚନେ୍ଦଲା ଏହି ଲୁକ୍ ଟୁଇଟ କରିଥିଲେ ।

Comments are closed.