Latest Odisha News

BREAKING NEWS

ଦୀପାବଳୀ ପୂର୍ବରୁ ଘରୁ ବାହାର କରନ୍ତୁ ଏହିସବୁ ଜିନିଷ, ଫେରିଆସିବ ସମୃଦ୍ଧି !

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ସ୍ୱଚ୍ଛତାର ଦେବୀ ମା ଲକ୍ଷ୍ମୀଙ୍କୁ ନିଜ ଗୃହକୁ ଆଗମନ କରିବା ନିମନ୍ତେ ଦୀପାବଳୀ ପୂଜା ପୂର୍ବରୁ ଘରକୁ ଭଲଭାବରେ ସଫା କରାଯାଏ । ତେବେ ଆପଣ ଯଦି ଦୀପାବଳୀ ପୂର୍ବରୁ ଘର ସଫା କରୁଛନ୍ତି । ତେବେ ଧ୍ୟାନରେ ରଖନ୍ତୁ ଏହିସବୁ କଥା

ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହାକୁ ଦୀପାବଳୀ ପୂର୍ବରୁ ହିଁ ଘରୁ ବାହାର କରିଦେବା ଉଚିତ୍।

ଯଦି ଆପଣଙ୍କ ଘରେ କିଛି ଇଲେକଟ୍ରିକ୍ ସାମଗ୍ରୀ ଖରାପ ହୋଇ ପଡିଛି ତେବେ ତାକୁ ତୁରନ୍ତ ସଜାଡିଦିଅନ୍ତୁ କିମ୍ବା ଘରୁ ବାହାର କରିଦିଅନ୍ତୁ । ଏହା ଆଦୌ ଶୁଭ ନୁହେଁ ।

ଘରର କୌଣସି ବି କୋଣରେ ଭଙ୍ଗା କାଚ ରଖାଯାଇଛି କିମ୍ବା ଝରକାରେ ଭଙ୍ଗା କାଚ ଲାଗିଛି ତେବେ ତୁରନ୍ତ ଘରୁ ବାହାର କରି ନୂଆ କାଚ ଲଗାଇଦିଅନ୍ତୁ । କାରଣ ଘରେ ଭଙ୍ଗା କାଚ ସାମଗ୍ରୀ ରଖିବା ଅଶୁଭ ହୋଇଥାଏ।

ଏହି ଦିପାବଳୀ ପୂର୍ବରୁ ଘରର ଛାତକୁ ସଫା କରନ୍ତୁ ଏବଂ ଯଦି କିଛି ଅଳିଆ ପଡିଛି ବାହାରକୁ ଫୋପାଡି ଦିଅନ୍ତୁ।

Leave A Reply

Your email address will not be published.