ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଗ୍ରାହକଙ୍କ ପଇସା ଦେବାକୁ ପଡିବ ନାହିଁ ।
ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁବାର ଦିନ ଘୋଷଣା କରିଛନ୍ତି । ଏହାର କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଦିନକୁ ‘ଦିଲ୍ଲୀ ପାଇଁ ଐତିହାସିକ ଦିବସ’ର ଆଖ୍ୟା ଦେବା ସହ ଟ୍ୱିଟ୍ କରିଛନ୍ତି ।
Historic day for Delhi!
CM @ArvindKejriwal declares Free Lifeline Electricity of 200 units to allEvery family deserves a life of dignity. Just like good education & healthcare, a basic quantum of electricity to run lights/fans at home is essential for that. #PehleHalfAbMaaf
— Manish Sisodia (@msisodia) August 1, 2019
ଏହି ୨୦୦ ଯୁନିଟ୍ ଯାଏଁ ସବସିଡି ଏବେ ଦିଲ୍ଲୀ ସରକାର ବହନ କରିବେ ।
Comments are closed.