Latest Odisha News

BREAKING NEWS

କିଟରେ ହେବ ଜାତୀୟ ଭଲିବଲ ଚାମ୍ପିୟନଶିପ୍

ଭୁବନେଶ୍ୱର: କିଟ ୟୁନିଭରସିଟିରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍ ଆୟୋଜିତ ହେବାକୁ ଯାଉଛି । ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ କ୍ୟାମ୍ପସ ୧୩ରେ ଏହି ଚାମ୍ପିୟନଶିପ ୫ରୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ମେଗା ଇଂଭେଟ ଭୁବନେଶ୍ୱରରେ ଆୟୋଜିତ ହେବ ।

BjdElectrycity

ଉଦଘାଟନୀ ସମାରୋହରେ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଶାଳ କୁମାର ଦେବ, ରାମବତାର ସିଂ ଝାଖର, ଅନୀଲ ଚୌଧୁରୀ ଏବଂ ଏମପି ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେବେ ।

Leave A Reply

Your email address will not be published.