Latest Odisha News

BREAKING NEWS

ଆଜି ଓଡିଶାରେ ବାତିଲ ହୋଇଥିବା ଟ୍ରେନର ତାଲିକା

ଭୁବନେଶ୍ୱର : ଝାଡଖଣ୍ଡ ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଶାନ୍ତାଳି ଭାଷା ତଥା ବିଭିନ୍ନ ସମସ୍ୟାକୁ ନେଇ ହୋଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବା ସହିତ ରେଳ ରୋକ କରିଛନ୍ତି । ତେଣୁ ଏହାଯୋଗୁଁ ଆଜି ରାଜ୍ୟରେ ଏକାଧିକ ଟ୍ରେନ ବାତିଲ ହେବାସହିତ ଟ୍ରେନ ଗୁଡିକର ଚଳାଚଳ ସମୟରେ ପରିବର୍ତ୍ତନ ଘଟିଛି ।

ଏହା ଫଳରେ ନିମ୍ନଲିଖିତ ଟ୍ରେନ ଗୁଡିକର ଚଳାଚଳରେ ବ୍ୟାଘାତ ଘଟିବା ଯୋଗୁଁ ଇଷ୍ଟ କୋଷ୍ଟ ରେଳୱେ ପକ୍ଷରେ ବାତିଲ ହୋଇଥିବା କେତେ ଗୁଡିଏ ଟ୍ରେନର ତାଲିକା ଓ ପରିବର୍ତ୍ତିତ ଦିଆଯାଇଛି ।
ବାତିଲ ଟ୍ରେନର ତାଲିକା –
୧- ୧୨୦୭୪ ଭୁବନେଶ୍ୱର- ହାୱଡା (ଜନ ଶତାବ୍ଦୀ ଏକ୍ସପ୍ରେସ)
୨- ୧୨୨୭୮ ପୁରୀ-ହାୱଡା (ଶତାବ୍ଦୀ ଏକ୍ସପ୍ରେସ)
୩- ୫୮୦୦୭ ଖଡଗପୁର- ଭଦ୍ରକ ପାସେଞ୍ଜର ଟ୍ରେନ
୪- ୫୮୦୩୦ ଭଦ୍ରକ-ବାଲେଶ୍ୱର ପାସେଞ୍ଜର ଟ୍ରେନ

ଆନ୍ଦୋଳନ ଯୋଗୁଁ ଷ୍ଟେସନରେ ଅଟକି ରହିଥିବା କିଛି ଟ୍ରେନର ତାଲିକା-
୧- ୧୨୮୪୨ ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ (ଭଦ୍ରକରେ)
୨- ୧୨୦୭୪ ଭୁବନେଶ୍ୱର- ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ (ବୌଦପୁର)
୩- ୨୨୬୪୧ ତ୍ରିଭେନ୍ଦ୍ରମ-ଶାଲିମାର ଏକ୍ସପ୍ରେସ (ଯାଜପୁର-କେଉଁଝର ରୋଡ)
୪- ୧୨୨୭୮ ପୁରୀ/ଭୁବନେଶ୍ୱର-ହାୱଡା ଶତାବ୍ଦୀ ଏକ୍ସପ୍ରେସ (ବୈତରଣୀ ରୋଡ)
୫- ୨୨୮୫୨ ମାଙ୍ଗାଲୋର- ସନ୍ତରାଗାଚ୍ଛି ଏକ୍ସପ୍ରେସ (ଖୋର୍ଦ୍ଧା ରୋଡ)
୬- ୨୦୮୯୦ ବିଜୟୱାଡା- ହାୱଡା ଏକ୍ସପ୍ରେସ (ବାଲୁଗାଁ)
୭- ୧୮୬୪୬ ହାଇଦ୍ରାବାଦ- ହାୱଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ ( ଧାନମଣ୍ଡଳ)
୮- ୨୨୮୨୩ ଭୁବନେଶ୍ୱର-ନୂଆଁଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ( କଟକ)
୯- ୧୨୭୦୪ ସିକନ୍ଦରାବାଦ- ହାୱଡା ଫଲକନାମା ଏକ୍ସପ୍ରେସ ( ଭୁବନେଶ୍ୱର)
୧୦- ୧୨୨୪୬ ଯଶବନ୍ତପୁର- ହାୱଡା ଦୂରନ୍ତ ଏକ୍ସପ୍ରେସ (ବ୍ରହ୍ମପୁର)
୧୧- ୧୨୮୧୫ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ (ଖୋର୍ଦ୍ଧା ରୋଡ)
୧୨- ୧୨୮୨୨ ପୁରୀ/ଭୁବନେଶ୍ୱର- ହାୱଡା ଧଉଳି ଏକ୍ସପ୍ରେସ (ଭୁବନେଶ୍ୱର)
୧୩- ୧୮୪୪୯ ପୁରୀ-ପାଟନା ବୈଦ୍ୟନାଥଧାମ ଏକ୍ସପ୍ରେସ (ପୁରୀ)
୧୪- ୫୮୦୦୨ ପୁରୀ/ଖୋର୍ଦ୍ଧା ରୋଡ-ସନ୍ତରାଗାଚ୍ଛି ପାସେଞ୍ଜର ଟ୍ରେନ (ଖୋର୍ଦ୍ଧା ରୋଡ)

Leave A Reply

Your email address will not be published.