Latest Odisha News

ବିଗ୍ ବସ-୧୪ ରେ କୁମାର ସାନୁଙ୍କ ପୁଅ…

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ବିଗ୍ ବସ୍ ୧୪ ରେ ଅଂଶଗ୍ରହଣ କରିଛନ୍ତି । ପୁଅ ଜାନ କୁମାରଙ୍କୁ ସମର୍ଥନ ଜଣାଇବା ନିମନ୍ତେ କୁମାର ସାନୁ ନିଜ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି।

 

View this post on Instagram

 

Please bless him ?❤️ #jaankumarsanu #kumarsanu #shannonk #bigboss14 #blessings #fansaregod #run

A post shared by Kumar Sanu (@kumarsanuofficial) on

“ଆଜି ମୁଁ ବହୁତ ଖୁସି ଯେ ମୋ ପୁଅ ଜାନ ବିଗ୍ ବସ୍ ଘରକୁ ଯାଉଛନ୍ତି। ତାଙ୍କ ସହିତ ମୋର ସମସ୍ତ ଶୁଭେଚ୍ଛା, ଆଶୀର୍ବାଦ ଏବଂ ଲକ ରହିଛି । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ ମାନେ ତାକୁ ଆଶୀର୍ବାଦ କରନ୍ତୁ । ଯାହାଫଳରେ ସେ ସଫଳତା ହାସଲ କରିବେ ଏବଂ ଶୋ’ ମଧ୍ୟ ଜିତିବ । ଦୟାକରି ଜାନକୁ ସମର୍ଥନ କରନ୍ତୁ ବୋଲି ଇନଷ୍ଟାଗ୍ରାମରେ ସାନ ଏକ ଭିଡ଼ିଓ ସେୟାର କରି ଅନୁରୋଧ କରିଛନ୍ତି ।

ଜନ କୁମାର ସାନୁ ହେଉଛନ୍ତି ଲୋକପ୍ରିୟ ଗାୟକ କୁମାର ସାନୁଙ୍କ ସାନପୁଅ । ଜାନ ମଧ୍ୟ ଜଣେ ଗାୟକ । ନିକଟରେ ତାଙ୍କର ପ୍ରଥମ ଓରିଜିନାଲ ଟାଇଟେଲ ‘ସାନ୍ଦଲି’ ରିଲିଜ ହୋଇଛି। ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଲୋକପ୍ରିୟ ବଲିଉଡ ସଙ୍ଗୀତର କିଛି କଭର୍ ଭର୍ସନ ମଧ୍ୟ କରିଛନ୍ତି।

Leave A Reply

Your email address will not be published.