Latest Odisha News

BREAKING NEWS

ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା

ଭୁବନେଶ୍ବର : ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା । ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବ୍ୟବସାୟୀକୁ ଧରିଛି ଏସଟିଏଫ । ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ଅଜିତ କୁମାର ବୁଡେକ ନାମକ ବ୍ୟବସାୟୀଙ୍କୁ ଏସଟିଏଫ ଗିରଫ କରିଛି । ଅଜିତ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।

BjdElectrycity

୨୦୨୦  ମସିହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏସଟିଏଫ ୧୦ଟି ଜୀବନ୍ତ ବଜ୍ରକାପ୍ତା, ୧୬ କେଜି ବଜ୍ରକାପ୍ତା କାତି ଜବତ କରିସାରିଲାଣି ।

Comments are closed, but trackbacks and pingbacks are open.