ମୟୂରଭଞ୍ଜ: ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ,୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି ।
ବଡ଼ସାହି ଅଞ୍ଚଳର ତପନ କୁମାର ରାଉତ ବାଇକ୍ରେ ଉଦଳା-ରାଢୋ ରାସ୍ତାରେ ଯାଉଥିଲେ । ବରବାଡ଼ି କେନାଲ ଛକରେ ୩ ଜଣ ଦୁର୍ବୃତ୍ତଏକ କଳା ପଲସରରେ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ । ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେ ପିନ୍ଧିଥିବା ୧୩ ଗ୍ରାମର ସୁନାଚେନ,ପର୍ସ,୨ଟି ମୋବାଇଲ ଆଦି ଲୁଟି ନେଇଥିଲେ । ପରେ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
BREAKING NEWS
- Loss in Stock Market Investment: ୪କୋଟି ଋଣ ସୁଝିବାକୁ ଘରେ ପଶି ଟଙ୍କା ସୁନା ଲୁଟ୍ ଓ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ
- Rahul Gandhi’s Big Charge: ମୋଦିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ, କହିଲେ, ‘ମୋ ଫୋନ୍ ଉପରେ ରଖୁଛନ୍ତି ଗୁପ୍ତ ନଜର…’
- ନିୟନ୍ତ୍ରଣ ହରାଇ ଆର୍ମି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ୮ ଯବାନ ଆହତ
- ପରେଶ ରାୱଲଙ୍କ ପରିସ୍ରା ଉପଚାର, କିଏ ଦେଇଥିଲା ଅସାଧାରଣ ପରାମର୍ଶ, ଜାଣନ୍ତୁ …
- ଭୟଙ୍କର ସଡ଼କ ଦୁର୍ଘଟଣା! ଟ୍ରଲର ସହ ପୋଲିସ ଗାଡ଼ି ଧକ୍କା: ୨ ପୋଲିସ ମୃତ, ୨ ଗୁରୁତର
- ସିଇଓ ପଦ ଯିବା ପରେ ନୂଆ ଖୁଲାସା: ଦୁଇଟି ନୁହେଁ, ଜେନସେନ୍ ହୁଆଙ୍ଗଙ୍କର ଥିଲା ତୃତୀୟ ପ୍ରେମ ସମ୍ପର୍କ! ଆମେରିକୀୟ ଗଣମାଧ୍ୟମରେ ବଡ଼ ଦାବି
- Odisha Approves Water Projects: ଓଡ଼ିଶାର ୭୪ ଗାଁକୁ ମିଳିବ ବର୍ଷତମାମ ପାଣି! ୬୨୫ କୋଟିର ୫ଟି ଜଳ ସଂରକ୍ଷଣ ପ୍ରକଳ୍ପକୁ ମଞ୍ଜୁରୀ…
- Delhi Breathes Poison: ରାଜଧାନୀରେ ନିଶ୍ୱାସ ନେବା ବି ମୁସ୍କିଲ୍! ସୁରକ୍ଷା ସୀମାଠାରୁ ୨୦ ଗୁଣ ଅଧିକ PM2.5…
- Sam Pitroda Praises Modi: ମୋଦୀଙ୍କୁ ‘ଗୁଜରାଟୀ ବନ୍ଧୁ’ କହି ପ୍ରଶଂସାରେ ପୋତିଲେ ସାମ୍ ପିଟ୍ରୋଡା, ଜବାବରେ ଏମିତି କହିଲେ ପିଏମ୍ ମୋଦୀ…
- PM On Diesel Price: ଡିଜେଲ ଦର ବୃଦ୍ଧିରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି! ପ୍ରଧାନମନ୍ତ୍ରୀ କହିଲେ, ୫୦ ଟଙ୍କା ବଢ଼ିବାକୁ ଥିଲା ହେଲେ ନିଜେ ସହିଲେ ସରକାର…
Comments are closed.