ନୂଆଦିଲ୍ଲୀ: ସରକାରଙ୍କ ତରଫରୁ ଗ୍ରାହକଙ୍କୁ ମିଳିଲା ହୋଲି ଭେଟି । କମିଲା ଏଲ୍ପିଜି ସିଲିଣ୍ଡର ଦାମ୍ । ସବ୍ସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି । ସେହିପରି କମର୍ସିଆଲ ସିଲିଣ୍ଡର ପିଛା ୮୪.୫୦ ଟଙ୍କା ଶସ୍ତା ହୋଇଛି ।
ପୂର୍ବରୁ ଫେବୃଆରୀ ୧୨ରେ ଏଲ୍ପିଜି ସିଲିଣ୍ଡର ଦାମ୍ ସର୍ବାଧିକ ବଢ଼ିଥିଲା । ସବ୍ସିଡି ଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୫୦ ଟଙ୍କା ବୃଦ୍ଧି ପାଇଥିଲା । ମେଟ୍ରୋ ସହରରେ ଅଣ ସବ୍ସିଡି ଯୁକ୍ତ ଏଲ୍ପିଜି ସିଣ୍ଡରର ମୂଲ୍ୟ ୧୪୪.୫୦ରୁ ୧୪୯ ଟଙ୍କାକୁ ବଢ଼ିଥିଲା ।
ରିପୋର୍ଟରେ ଦର୍ଶାଯାଇଛି ଯେ, ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଓ ଗ୍ୟାସ୍ ମୂଲ୍ୟରେ ହ୍ରାସ ଘଟିବା ଯୋଗୁଁ ଆଗକୁ ଏଲ୍ପିଜି ଦର ଆହୁରି ଶସ୍ତା ହେବା ନେଇ ସମ୍ଭାବନା ରହିଛି ।
BREAKING NEWS
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
Comments are closed.