Latest Odisha News

ଶିକ୍ଷକଙ୍କୁ ବିବାହ କଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ସ୍କଟ। ସେ ଜଣେ ରସାୟନ ବିଜ୍ଞାନ ଶିକ୍ଷକଙ୍କୁ ପୁର୍ନବାର ବିବାହ କରିଛନ୍ତି।

ଜୁଏଟ୍ ଦଶନ୍ଧି ଧରି ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି। ନିକଟରେ ଘରୋଇ ବିଦ୍ୟାଳୟରେ ରସାୟନ ବିଜ୍ଞାନ ଶିକ୍ଷା ପ୍ରଦାନ କରୁଥିଲେ। ଯେଉଁଠାରେ ସ୍କଟ୍‌ଙ୍କ ପିଲାମାନେ ପାଠ ପଢୁଥିଲେ।

ଜୁଏଟ୍ ଲେଖିଛନ୍ତି ଯେ, ଖୁସିର କଥା ମୁଁ ଜଣେ ଅତି ଉଦାର ଏବଂ ଦୟାଳୁ ମହିଳାଙ୍କୁ। ବିବାହ କରିଛି – ଏବଂ ଅନ୍ୟମାନଙ୍କୁ ସେବା କରିବା ପାଇଁ ଏକ ବିପୁଳ ଆର୍ଥିକ ସମ୍ପଦ ପ୍ରଦାନ କରିବାକୁ ଏକ ପ୍ରତିଶ୍ରୁତିରେ ତାଙ୍କ ସହ ଯୋଗ ଦେଇଛି।

Leave A Reply

Your email address will not be published.