Latest Odisha News

BREAKING NEWS

ଓଡ଼ିଆ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’ର ମହୁରତ୍

ଭୁବନେଶ୍ୱର : ଅନନମିସ୍ ପ୍ରଡକ୍ସନ ନିବେଦିତ ଚତୁର୍ଥ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’ର ମହୁରତ ବରମୁଣ୍ଡା ନିକଟସ୍ଥ କାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଆକାଶ ଦାସ ନାୟକ, ରାଜ ରାଜେଶ୍, ପୁନମ୍, ଜସ୍ମିନ୍, ଲିପସା, ଶକ୍ତି ବରାଳ, ଉଷସୀ ମିଶ୍ର, ସ୍ମିତା ମହାନ୍ତି, ଦେବୁ ବ୍ରହ୍ମା, ଦୈତାରି ପଣ୍ଡା, ପୀୟୂଷ ତ୍ରିପାଠୀ, ସମରେଶ ରାଉତରାୟ ଓ ଅଶ୍ଵିନୀ ତ୍ରିପାଠୀଙ୍କୁ ଦେଖିବାକୁ ମିଳିବ।

BjdElectrycity

ମହାଭାରତ ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ ୟଶ-ସୁନୀଲ ଯୋଡ଼ି। ସଙ୍ଗୀତ ନିର୍ଦ୍ଦଶନାରେ ଅଛନ୍ତି ପ୍ରଯୋଜନା ସଂସ୍ଥାର ନିୟମିତ ତଥା ନିର୍ଭରଯୋଗ୍ୟ ସଂଗୀତ ନିର୍ଦ୍ଦେଶକ ଆସାଦ ନିଜାମ୍। ଦୃଶ୍ୟଗହଣର ଗୁରୁ ଦାୟିତ୍ବ ବହନ କରିଛନ୍ତି ପ୍ରତାପ ରାଉତ। ଆଗାମୀ ରଜ ଅବସରରେ ‘ଚନ୍ଦ୍ରବଂଶୀ’ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.