Latest Odisha News

BREAKING NEWS

ବିଜେପି ଗ୍ରହଣ କଲାନି ମନୋଜଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀ ପରାଜୟ ପାଇଁ ନିଜକୁ ଦାୟୀ କରି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ତାହା ଗ୍ରହଣୀୟ ହୋଇ ନାହିଁ । ଗତ ନିର୍ବାଚନ ତୁଳନାରେ ଭୋଟ ଶେୟାର ଓ ସିଟ୍ ବଢ଼ିଛି ।

ତିୱାରୀ ତାଙ୍କ କାମ ନିଷ୍ଠାର ସହିତ କରିଛନ୍ତି ବୋଲି ହାଇକମାଣ୍ଡ ପକ୍ଷରୁ କୁହାଯାଇଛି । ଇତି ମଧ୍ୟରେ ବୁଧବାର ବିଜେପି ୮ ବିଧାୟକ ତିୱାରୀଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ତିୱାରୀ ବିଜେପି ଜିତିବ ବୋଲି ଦୃଢ଼ତା ସହକାରେ କହିବା ସହ ଟୁଇଟକୁ ସେଭ୍ କରି ରଖ ବୋଲି କହିଥିଲେ ।

Leave A Reply

Your email address will not be published.