Latest Odisha News

BREAKING NEWS

ମାଲକାନଗିରିରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

ମାଲକାନଗିରି : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମା ନିକଟସ୍ଥ ଚିତ୍ରକୋଣ୍ଡାର ଅନେକ ସ୍ଥାନରେ ରବିବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।

ଏହି ପୋଷ୍ଟର ଓ ବ୍ୟାନର ଗୁଡିକରେ ତେଲୁଗୁ ଓ ଓଡିଶା ଭାଷା ଲେଖା ହୋଇଥିବା ବେଳେ ସିପିଆଇ (ମାଓବାଦୀ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ।

Leave A Reply

Your email address will not be published.