Latest Odisha News

୧୨୧ ବର୍ଷ ମଧ୍ୟରେ ଗତ ମେ ମାସରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ୧୨୧ ବର୍ଷ ମଧ୍ୟରେ ଗତ ମେ ମାସରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ମାସିକ ରିପୋର୍ଟ ପ୍ରକାଶ କରିଛି।

ମେ ମାସରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୧୯୧୭ ମସିହାରେ ୩୨.୬୮ ଡିଗ୍ରୀ ସେଲସିୟସ ଥିଲା।

୨୦୨୧ ମେରେ ଦେଶରେ ୧୦୭.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା (LPA)ଠାରୁ ୭୪ ପ୍ରତିଶତ ଅଧିକ।

ଆଇଏମଡି କହିଛି ଯେ ମେ ମାସରେ ଦେଶରେ ହୋଇଥିବା ବର୍ଷା ୧୯୦୧ ପରଠାରୁ ଦ୍ୱିତୀୟ ସର୍ବାଧିକ ରେକର୍ଡ ଥିଲା। ୧୯୯୦ ମସିହାରେ (୧୧୦.୭ ମିମି) ସର୍ବାଧିକ ବର୍ଷା ହୋଇଥିଲା।”

Leave A Reply

Your email address will not be published.