Latest Odisha News

BREAKING NEWS

ଟ୍ରାଫିକ୍ ଚେକିଂ: ନାବାଳକ ସ୍କୁଟି ଚାଳକଙ୍କୁ ୬୦ ହଜାର ଟଙ୍କାର ତଣ୍ଡ

ସମ୍ବଲପୁର: ମାର୍ଚ୍ଚ ୧ ତାରିଖରୁ ଟ୍ରାଫିକ କଟକଣା ଜୋର୍‌ଦାର ହୋଇଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଲିସ ଜୋରଦାର ଧରପଗଡ କରିଛି । ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ୍ ଚେକିଂ ବେଳେ ପୋଲିସ ହାବୁଡରେ ପଡିଛନ୍ତି ଦୁଇ ନାବାଳକ ସ୍କୁଟି ଚାଳକ ।
ସେମାନଙ୍କ ଠାରୁ ୬୦ ଜହାର ଟଙ୍କାର ଚାଲାଣ କାଟିଛି ଟ୍ରାଫିକ ପୋଲିସ । ହେଲମେଟ୍ ପାଇଁ ୫ ହଜାର ଟଙ୍କା ଲେଖାଏଁ ଓ ନାବାଳକ ହୋଇଥିବାରୁ ୨୫ ହଜାର ଟଙ୍କା ଲେଖାଏଁ ଚାଲଣ କଟାଯାଇଛି ।

Leave A Reply

Your email address will not be published.