ୱାଶିଂଟନ୍: ଆମେରିକାର ବାୟୋଟେକ୍ କମ୍ପାନୀ ମୋଡର୍ନା ଏହାର କରୋନା ଟିକା ଖୁବ୍ ଶୀଘ୍ର ବଜାରକୁ ଆଣିବାକୁ ଯାଉଛି। ଯୁକ୍ତରାଷ୍ଟ୍ରରେ, ୩୦ ହଜାର ସ୍ୱେଚ୍ଛାସେବୀ mRNA-1273 ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ୍ ହେଉଛନ୍ତି। ସୂଚନା ମୁତାବକ ଏହା ଏକ ସ୍ୱେଚ୍ଛାସେବୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟର ସ୍ୱେଚ୍ଛାସେବୀ ମଡର୍ନା ଟିକା ଗ୍ରହଣ କରିବା ପରେ ଯନ୍ତ୍ରଣା ଓ ଜ୍ୱରରେ ହୋଇଥିବା ଅଭିଯୋଗ କରିଛନ୍ତି।
ଜ୍ୟାକ୍ ମର୍ନିଙ୍ଗଷ୍ଟାର ନାମକ ଜଣେ ସ୍ୱେଚ୍ଛାସେବୀ ଏକ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, “ପ୍ରଥମ ଇଞ୍ଜେକ୍ସନ ନେବା ପରେ ମୁଁ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିଥିଲି। ପରଦିନ ମୁଁ ଟିକେ କ୍ଲାନ୍ତ ଅନୁଭବ କରୁଥିଲି ଏବଂ ଜ୍ୱର ମଧ୍ୟ ହୋଇଥିଲା ଏବଂ ଏହାପରେ ମଧ୍ୟ ଯନ୍ତ୍ରଣା ହୋଇଥିଲା। ”
ତେବେ ସେ ମଡର୍ନାର ଏହି ଟିକା ନେବାକୁ ମଧ୍ୟ ସ୍ୱେଚ୍ଛାସେବୀମାନେ ଅନୁରୋଧ କରିଛନ୍ତି। ଜ୍ୟାକ୍ ମର୍ନିଙ୍ଗଷ୍ଟାର କହିଛନ୍ତି, “ମୁଁ ଭାବୁ ନାହିଁ ଯେ ନିମ୍ନ ଧରଣର ଜ୍ୱର ଏବଂ ଟିକିଏ ଯନ୍ତ୍ରଣା ଦ୍ୱାରା ଆମକୁ ଭୟଭୀତ ହେବା ଉଚିତ୍। ଏହା କିଛି ନୁହେଁ। ଏହି ଟିକା ଉପଲବ୍ଧ ହେବା ପରେ ସମସ୍ତେ ଗ୍ରହଣ କରିବା ଉଚିତ୍। କାରଣ ଏହା ଶେଷରେ ଜୀବନ ରକ୍ଷା କରିବାରେ ସହାୟକ ହେଉଛି।
BREAKING NEWS
- Automated Challan System: ବଡ଼ବିଲ-ପାଣିକୋଇଲି ରାଜପଥରେ ଏହି ତାରିଖରୁ ଆରମ୍ଭ ହେବ ସ୍ୱୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା
- Census 2027:୨୦୨୭ ଜନଗଣନା ପାଇଁ ତାରିଖ ଘୋଷଣା; ଏସବୁ ରାଜ୍ୟରେ ହେବନି…
- Naveen Patnaik speaks to Ganjam Collector:ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ;ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ କର୍ମୀଙ୍କୁ ପରାମର୍ଶ
- ୱାର୍ଲ୍ଡ ରେସଲିଂ ଚାମ୍ପିଅନ୍ସିପ୍ ୨୦୨୬: ଇତିହାସ ରଚିଲେ ମନୀଷା ଭାନୱାଲା
- ‘ଅର୍ଣ୍ଣବ’ଦେଇଗଲା ଲୁହ;ଭୂସ୍ଖଳନରେ ଗୋଟିଏ ପରିବାରର ୩ ମୃତ
- ଅଣ୍ଡର ୧୯ ଏସିଆ କପ: ଭାରତୀୟ ଦଳ ଘୋଷଣା, ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅଙ୍କୁ ମିଳିଲା ସ୍ଥାନ
- IEDs recovered:ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଦୁଇଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ
- ୩ ବର୍ଷର ସମ୍ପର୍କ ଭାଙ୍ଗିଲା! ଇବ୍ରାହିମ୍ ଅଲୀ ଖାନ୍ ଓ ପଲକ ତିୱାରୀଙ୍କର ହେଲା କି ବ୍ରେକ୍-ଅପ୍?
- ‘ଇଠା’ ଟ୍ରେଲର ରିଲିଜ୍, ‘ବିଠାବାଇ’ ଭୂମିକାରେ ଶ୍ରଦ୍ଧାଙ୍କ ଦମଦାର ଡାନ୍ସ ଓ ଆକ୍ଟିଂ
- ଟିମ୍ ଇଣ୍ଡିଆ ଏତେ ଟି୨୦ ମ୍ୟାଚ୍ ଖେଳୁଛି କାହିଁକି ? ୱାର୍ଲ୍ଡ କପ୍ ପରେ ଭାରତ ସବୁଠୁ ଆଗରେ, ଅଷ୍ଟ୍ରେଲିଆ ବହୁ ପଛରେ

Comments are closed.