Latest Odisha News

BREAKING NEWS

ଟ୍ରମ୍ପ ଭାଷଣରେ ୫୦ ଥର ଇଣ୍ଡିଆ, ମୋଦି ୨୯ ଥର ଆମେରିକା କହିଲେ

ଅହମ୍ମଦାବାଦ: ସାରା ବିଶ୍ୱର ନଜର ଏବେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଉପରେ । ପ୍ରଥମ ଦିବସରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତା ସମସ୍ତେ ଅନୁଭବ କରିଥିଲେ । ୩ ଘଂଟା ମଧ୍ୟରେ ମୋଦି ଏବଂ ଟ୍ରମ୍ପ ୭ ଥର କୁଣ୍ଢାକୁଣ୍ଢି ହୋଇଥିବା ବେଳେ ୯ ଥର ହାତ ମିଳେଇଥିଲେ ।

ଟ୍ରମ୍ପ ତାଙ୍କ ଭାଷଣରେ ଇଣ୍ଡିଆ ଶବ୍ଦ ୫୦ ଥର, ଆମେରିକା (୨୩), ଆତଙ୍କାବଦ (୭), ଡେମୋକ୍ରେସି (୫), ମୋଦି (୧୨), ପାକିସ୍ତାନ (୪) ଓ ବନ୍ଧୁତା ଶବ୍ଦ ୫ ଥର ବ୍ୟବହାର କରିଥିଲେ ।

ଅପରପକ୍ଷରେ ମୋଦି ଭାରତ (୪୧), ଆମେରିକା (୨୯), ଆତଙ୍କବାଦ (୨), ନମସ୍ତେ ଟ୍ରମ୍ପ (୭), ବନ୍ଧୁତା (୧୪), ଟ୍ରମ୍ପ (୨୨) ଓ ଭାରତ-ଆମେରିକା ବନ୍ଧୁତା ଶବ୍ଦ ୭ ଥର ବ୍ୟବହାର କରିଥିଲେ ।

Leave A Reply

Your email address will not be published.