Latest Odisha News

BREAKING NEWS

ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ !

ଭୁବନେଶ୍ୱର: ମାଙ୍କଡକୁ କାହିଁକି ମଣିଷର ପୂର୍ବଜ କୁହାଯାଏ ତାହା ଧିରେ ଧିରେ ପ୍ରମାଣିତ ହେବାରେ ଲାଗିଛି । ମଣିଷ ପରି ମାଙ୍କଡ ମଧ୍ୟ ଚାପରେ ରୁହେ ବୋଲି ବୈଜ୍ଞାନିକମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏପରିକି ପୁରସ୍କାର ପାଇବାକୁ ଥିଲେ ମାଙ୍କଡ ମଣିଷପରି ମନପ୍ରାଣ ଦେଇ ଉଦ୍ୟମ କରିଥାଏ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଆମେରିକାର ପିଟସବର୍ଗ ୟୁନିଭରସିଟିର ବୈଜ୍ଞାନିକମାନେ ୩ ମାଙ୍କଡ ଉପରେ ଗବେଷଣା କରି ଏହି ତଥ୍ୟ ସମ୍ମୁଖକୁ ଆଣିଛନ୍ତି । ସେହିପରି ଅତ୍ୟଧିକ ପୁରସ୍କାର ଯଚା ଗଲେ ସେମାନେ ବି ମଣିଷ ପରି ଚାପରେ ପଡନ୍ତି । ମାଙ୍କଡ ନିଜ ଖରାପ ବ୍ୟବହାର ନେଇ ପଛରେ ଅନୁତାପ କରିଥାଏ ବୋଲି ଗବେଷଣାରେ ଜଣା ପଡିଛି ।

Leave A Reply

Your email address will not be published.