ଭୋପାଲ: ସିନ୍ଧିଆ ଏବଂ ତାଙ୍କ ୨୨ ସମର୍ଥକ ଇସ୍ତଫା ପରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ । ଏହାରି ଭିତରେ ସୋମବାର ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ । ଏନେଇ ରାତିଅଧରେ ତାଙ୍କୁ ପାଖକୁ ଆସିଛି ନିର୍ଦ୍ଦେଶ । ଶନିବାର ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଚିଠି ପଠାଇଛନ୍ତି ।
ଏହି ଚିଠିରେ ସୋମବାର କମଲନାଥଙ୍କୁ ଆସ୍ଥା ଭୋଟର ସମ୍ମୁଖିନ ହେବାକୁ ପଡିବ ବୋଲି ରାଜ୍ୟପାଳ କହିଛନ୍ତି । ଏଥିସହ ସାମ୍ବିଧାନିକ ଧାରା ୧୭୪ ଏବଂ ୧୭୫(୨) ଅନୁଯାୟୀ କମଲନାଥ ସରକାରଙ୍କୁ ବିଶ୍ୱାସ ମତ ଲୋଡିବାକୁ ପଡିବ ବୋଲି ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି । ଭୋଟ ବଂଟନ ଉପରେ ଆଧାର କରି ଆସ୍ଥା ଭୋଟ ହେବ । ଏ ସମସ୍ତ ପ୍ରକ୍ରିୟାର ରେକର୍ଡିଂ ବିଧାନସଭା ଦ୍ୱାରା ସ୍ୱାଧୀନ ବ୍ୟକ୍ତିଙ୍କ ନିକଟରେ କରାଯିବ ।
BREAKING NEWS
- ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର
- ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ
- Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
- Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!
- ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ
- Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…
- ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?

Comments are closed.