ଭୁବନେଶ୍ୱର :କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି । ମୋର କରୋନା ପଜିଟିଭ ବାହାରିବା ପରେ ମୁଁ ହୋମ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆଶିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ସପ୍ତଗିରି ଉଲ୍ଲାକା ଅନୁରୋଧ କରିଛନ୍ତି ।ଅନ୍ୟପଟେ ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
BREAKING NEWS
- ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ, ପାସ୍ କରିଛନ୍ତି ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ
- ‘ନବୀନ ବାବୁ ଯାହା କହୁଛନ୍ତି ସବୁ ଡିପ୍ ଫେକ’: ବୈଜୟନ୍ତ ପଣ୍ଡା
- ଚିକିଟିରେ ରାଜନୈତିକ ହିଂସା, ବିଜେପି ଏଜେଣ୍ଟଙ୍କୁ ବୁଥରେ ପୁରାଇ ନଦେବାରୁ ଗଣ୍ଡଗୋଳ
- ଯେଉଁଠି ଇଭିଏମ ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ ହେବ: ସିଇଓ
- ଶୃଙ୍ଖଳିତ ଭାବେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ଦିନ ୯ଟା ସୁଦ୍ଧା ୯. ୨୫ ପ୍ରତିଶତ ମତଦାନ ଗ୍ରହଣ
- ଗଣତନ୍ତ୍ରର ମହାପର୍ବ: ମତଦାନ ସାବ୍ୟସ୍ତ କଲେ ହେଭିୱେଟ୍ ନେତା-ମନ୍ତ୍ରୀ
- ଇଭିଏମ ତ୍ରୁଟି, ଭୋଟିଂରେ ବିଳମ୍ବ
- ଦେଶରେ ୪ର୍ଥ ପର୍ଯ୍ୟାୟ ଭୋଟ, ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ
- କାଳବୈଶାଖୀ ପ୍ରଭାବରେ ୨୫ ସହରରେ ବର୍ଷା, ୭ ଜିଲ୍ଲାକୁ ସତର୍କ ସୂଚନା ଜାରି
- ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ମତଦାତା ଲେଖୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ
Comments are closed, but trackbacks and pingbacks are open.