Latest Odisha News

BREAKING NEWS

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଏମ୍ ଏସ୍ ଧୋନୀ !

ରାଞ୍ଚି: ବ୍ଲିଡ୍ ବ୍ଲୁ ଅବତାରେ ଆଉ ନଜର ଆସିବେନି ମିଷ୍ଟର କୁଲ୍ ଏମ୍ ଏସ୍ ଧୋନୀ । ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତର ପୂର୍ବତନ ଅଧିନାୟକ । ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି ।

 

View this post on Instagram

 

Thanks a lot for ur love and support throughout.from 1929 hrs consider me as Retired

A post shared by M S Dhoni (@mahi7781) on

ଏହି ଭିଡିଓରେ ତାଙ୍କର ଏକ ବିଦାୟକାଳୀନ ଗୀତ ସହ ତାଙ୍କ କ୍ୟାରିୟରର ବିଭିନ୍ନ ସମୟ ଓ ପରିସ୍ଥିତିକୁ ସେ ଦର୍ଶାଇଛନ୍ତି । ଅଜସ୍ର ଭଲ ପାଇବା ଓ ସମର୍ଥନ ପାଇଁ ସେ ନିଜ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଆଇପିଏଲ ଜରିଆରେ ସେ କ୍ରିକେଟ ଦୁନିଆରେ ସକ୍ରିୟ ରହିବେ ।

Leave A Reply

Your email address will not be published.